ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ବାସଭବନରେ ଓଡ଼ିଶାର ରାଜ୍ୟପାଳଙ୍କୁ ଆତିଥ୍ୟତା ପ୍ରଦାନ
ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ବାସଭବନରେ ଓଡ଼ିଶାର ରାଜ୍ୟପାଳଙ୍କୁ ଆତିଥ୍ୟତା ପ୍ରଦାନ
ଏହି ଅବସରରେ ଉଭୟ ଉଭୟେ ଙ୍କୁ ସମ୍ବର୍ଦ୍ଧନା କରିବା ସହିତ
ଓଡ଼ିଶାର ବିକାଶ ଦିଗରେ ଆଲୋଚନା ମଧ୍ୟ କରିଥିଲେ
ସାଥିରେ ଉଭୟ ପରିବାରରେ ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ