ମହିଳାଙ୍କ ବୟସ ୬୦ ହୋଇଯାଇଥିଲେ ବି ମିଳିବ ସ୍ୱତନ୍ତ୍ର ସୁଭଦ୍ରା ସହାୟତା |
ମହିଳାଙ୍କ ବୟସ ୬୦ ହୋଇଯାଇଥିଲେ ବି ମିଳିବ ସ୍ୱତନ୍ତ୍ର ସୁଭଦ୍ରା ସହାୟତା |
ଏହା ସୁଭଦ୍ରା ପେନ୍ସନ ଯୋଜନା ନାମରେ ହେବ କାର୍ଯ୍ୟକାରୀ |
NSAP /MBPY ଅଧୀନରେ ସାମାଜିକ ସୁରକ୍ଷା ପେନସନ ରେ ୬୦ ବର୍ଷ ବୟସ୍କ ମହିଳାମାନେ ହୋଇପାରିବେ ଉପକୃତ
୬୦ ବର୍ଷ ହୋଇଥିଲେ ଏଥିପାଇଁ ମହିଳାମାନଙ୍କୁ ଆବେଦନ କରିବକୁ ହେବ
ସମସ୍ତ ଆବେଦନ ପ୍ରକ୍ରିୟାରେ ପ୍ରଥମେ ବୟସ୍କ, ଦୁର୍ବଳ ଓ ଅପେକ୍ଷରତ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ |