ମାଗଣା ଚାକିରି ଭିତିକ ତାଲିମ...

Dec 22, 2025 - 12:52
 12
ମାଗଣା ଚାକିରି ଭିତିକ ତାଲିମ...

ନୂଆଦିଲ୍ଲୀଠାରେ ସରପଂଚ ସମ୍ବାଦର ଏକ ଶାଖା 'ଗ୍ରାମୀଣ ଗୁରୁକୁଳ' ର ଏକ କାର୍ଯ୍ୟକ୍ରମ "GUNVATTA GURUKUL RURAL YOUTH SKILLING PROGRAM" ଯାହାର ଉଦ୍ଧେଶ୍ୟ ହେଉଛି ଗ୍ରାମାଞ୍ଚଳରେ ବିଭିନ୍ନ ଛାତ୍ରଛାତ୍ରୀ ଯେଉଁମାନେ କି graduation/Under-graduaduation/Post-graduation କରିଛନ୍ତି ସେମାନଙ୍କୁ ୨ ମାସ( ୮ ସପ୍ତାହ) ନିଜ ନିଜ ଚାକିରି ସମ୍ବର୍ଦ୍ଧିତ ଶିକ୍ଷା ପ୍ରଦାନ କରିବେ। 

ଏହି କାର୍ଯ୍ୟକ୍ରମର ବେଚ -୧୩ ଆସନ୍ତା ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବ। 

ଏହି କାର୍ଯ୍ୟକ୍ରମର ବେଚ୍ -୧୨, 

ଯାହା ବର୍ତ୍ତମାନ ଚାଲୁଅଛି ଏଥିରେ ଓଡ଼ିଶାରୁ ୧୦ ଜଣ ଛାତ୍ର ଅଧ୍ୟୟନ କରୁଛନ୍ତି। 

ତେଣୁ ସମସ୍ତ ସରପଂଚ ଭାଇ/ଭଉଣୀ ମାନଙ୍କୁ ଜଣାଇଦିଆଯାଉଛି ଯେ, ଗୁଣବତ୍ତା ଗୁରୁକୂଳର 

ବେଚ -୧୩ ରେ ତାଲିମ ନେବା ପାଇଁ ନିଜ ନିଜ ପଂଚାୟତର ଛାତ୍ରଛାତ୍ରୀ ମାନଙ୍କ ନାମ ସହିତ, ମୋବାଇଲ ନମ୍ବର, ଶିକ୍ଷାଗତ ଯୋଗ୍ୟତା ଲେଖି ପଠାନ୍ତୁ।

ବି.ଦ୍ର :- ଯଦି କେହି ଚୟନ ହୁଅନ୍ତି ତାହାଲେ ଯିବା ଓ ଆସିବା A/C three tire ଟିକେଟ ସହ ଦୁଇ ମାସ ପାଇଁ ରହିବା ଏବଂ ଖାଇବା QUALITY COUNCIL OF INDIA ବହନ କରିବ। 

ଟ୍ରେନିଂ ସମୟରେ ଯଦି କୌଣସି ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କଲେ ସେମାନେ QUALITY COUNCIL OF INDIA BODY ରେ ଚାକିରି ମଧ୍ୟ ପାଇପାରିବେ। 

ନମ୍ବର - 9937719667

ମନୋରଞ୍ଜନ ଗୌଡ଼

ସୌଜନ୍ୟ - ଆଶା ଭରସା, ଚିର ସବୁଜ ଖବର କାଗଜ, www.avnews24.in