ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ; କେହି ହତାହତ ହୋଇନାହାନ୍ତି

May 24, 2026 - 09:17
 8
ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ; କେହି ହତାହତ ହୋଇନାହାନ୍ତି

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲିସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରରେ ଆଜି ଆଜି ଅର୍ଥାତ୍ ୨୩.୦୫.୨୦୨୬ ତାରିଖ ଦିନ ପ୍ରାୟ ୧୨.୦୦ ଘଟିକା ସମୟରେ ଏକ ଅଗ୍ନିକାଣ୍ଡ ଘଟିଥିବା ଜଣା ଥୂବା ଜଣାପଡିଛି।

ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରର ଚନ୍ଦ୍ରର ସ୍ଥାପିତ କ୍ଷମତା ୧୨୦ ମେଗାୱାଟ ଓ ଏଥିରେ ୬ଟି ଉତ୍ପାଦନ ୟୁନିଟ ନିଟ ରହିଛି। ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ରେ ୧୯୪୫ ମସିହାରେ ସ୍ବାକ୍ଷରିତ ଚୁକ୍ତି ଏବଂ ପରବର୍ତ୍ତୀକାଳରେ ୧୯୭୮ ଓ ଓ ୨୦୨୦ ମସିହାରେ ହୋଇଥିବା ସଂଶୋଧନ ଅନୁଯାୟୀ, ବିଦ୍ୟୁତ ବଣ୍ଟନ ଓ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟୟ ଉଭୟ ରାଜ୍ୟ ଦ୍ବାରା ୫୦:୫୦ ଅନୁପାତରେ ବହନ ବହନ କରାଯାଏ । ବିଦ୍ଯୁପ ଦ୍ୟୁତ କେନ୍ଦ୍ରର ପରିଚାଳନ ପରିଚାଳନା, ଓ ପ୍ରଶାସନି ସନିକ ନିୟନ୍ତ୍ରଣ କ୍ଷ୍ମଣ ଆନ୍ଧ୍ର ପ୍ରଦେଶ ସରକାର ଏବଂ ଆନ୍ଧ୍ର ଆନ୍ଧ୍ରପ୍ରଦେଶ ପାୱାର ଜେନେରେସନ କର୍ପୋରେସନ ( ଏପିଜେନକୋ ) ଅଧୀନରେ ରହିଛି।

ପ୍ରାଥମିକ । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବହୃତ ୨.୫ ଏମଭିଏ, ୧୧/୦.୪ କେଭି ଟ୍ରାନ୍ସଫର୍ମର ସହ ସଂଯୁକ୍ତ CT ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଟ୍ରାନ୍ସଫର୍ମରଟି ବିଦ୍ୟୁତ କେନ୍ଦ୍ର ବାହାରେ ଅବସ୍ଥିତ ଥିଲା । ପରେ ଏଥିରେ ସଂଯୁକ୍ତ କେବୁଲରେ ନିଆଁ ଲାଗିବା ସହ କେବୁଲ ଗ୍ୟାଲେରୀ ମାଧ୍ୟମରେ ଅଗ୍ନିଶିଖା ବିଦ୍ୟୁତ କେନ୍ଦ୍ର ଭିତରକୁ ବ୍ୟାପିଥିଲା, ଯାହାଫଳରେ କେତେକ ବିଦ୍ୟୁତ ଓ ଅନ୍ୟାନ୍ୟ ଯନ୍ତ୍ରପାତି କ୍ଷତିଗ୍ରସ୍ତ ହୋଇଛି।

ଅଗ୍ନିକାଣ୍ଡ ସମୟରେ ସମସ୍ତ ୬ଟି ୟୁନିଟ କାର୍ଯ୍ୟରତ ଥିଲା। ତେବେ ସମସ୍ତ ୟୁନିଟକୁ ତୁରନ୍ତ ସୁରକ୍ଷିତ ଭାବେ ବନ୍ଦ କରାଯାଇଥିଲା ଏବଂ କେନ୍ଦ୍ର ଭିତରେ ଥ‌ିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଏହି ଘଟଣାରେ କହି ମୃତାହତ ହୋଇନାହାନ୍ତି।

ବିଦ୍ଯୁତ କେନ୍ଦ୍ରର କର୍ମଚାରୀ ଏବଂ ଲମତାପୁଟ ଅଗ୍ନିଶମ ବାହିନୀର ତତ୍ପରତା ଫଳରେ ନିଆଁକୁ ନିୟନ୍ତ୍ରଣକୁ ଆଣାଯାଇଥିଲା । ଅପରାହ୍ନ ପ୍ରା ପ୍ରାୟ ୪.୦୦ ଘଟିକା ସମୟରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଯାଇଥିଲା ।

କ୍ଷତିଗ୍ରସ୍ତ ଯନ୍ତ୍ରପାତି ଓ କ୍ଷୟକ୍ଷତିର ସବିଶେଷ ଆକଳନ ଆନ୍ଧ୍ରପ୍ରଦେଶ ପାୱାର ଜେନେରେସନ କର୍ପୋରେସନ ( ଏପିଜେନକୋ ) କୋ ) ଦ୍ବାରା କରାଯିବ । ପରବର୍ତ୍ତୀକାଳରେ ଆବଶ୍ୟକ ମରାମତି କାର୍ଯ୍ୟ କରାଯିବ । ପ୍ରାଥମିକ ଆକଳନ ଅନୁଯାୟୀ, ବିଦ୍ୟୁତ ଉତ୍ପାଦନ ପୁନଃ ଆରମ୍ଭ ହେବାକୁ ୬ ମାସରୁ ଅଧୂକ ସମୟ ଲାଗିପାରେ ।

ବୈଷୟିକ ଆକଳନ ପରେ ପରବର୍ତ୍ତୀ ସୂଚନା ଜାରି କରାଯିବ। ବିସ୍ତୃତ ବୈ