ମାନବାଧୂକାର କମିଶନଙ୍କ 'ଡାଆଣୀ' କୁ ନେଇ କଡା ଚେତାବନୀ...
ମାନବାଧୂକାର କମିଶନଙ୍କ 'ଡାଆଣୀ' କୁ ନେଇ କଡା ଚେତାବନୀ...
ଭୁବନେଶ୍ବର: ଡାହାଣୀ ଶିକାର ବିରୋଧରେ ଐତିହାସିକ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ମାନବାଧୂକାର କମିଶନ । ‘ଡାହାଣୀ' ଶବ୍ଦ ବ୍ୟବହାରକୁ ଅପରାଧ ଘୋଷଣା କଲେ କମିଶନ। ଆଇନ ସଂଶୋଧନ ଓ ସଚେତନତା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଗୃହ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ ।