ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗ୍ରୀଡ଼ ସବ ଷ୍ଟେସନ ଓ ଟ୍ରାନ୍ସମିସନ ଲୋକାର୍ପଣ...
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 3ଟି ଗ୍ରୀଡ ସବଷ୍ଟେସନ ଏବଂ 8ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ଲାଇନର ଲୋକର୍ପଣ | 600 କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବର ବିଦ୍ୟୁତ୍ ଶକ୍ତି ବ୍ୟବସ୍ଥାର ସଂପ୍ରସାରଣ |