ମୋହନ ସରକାର ଙ୍କ ଆଉ ଏକ ଧମାକା; ରାସନ କାର୍ଡ ଧାରୀ ମାନେ ପାଇବେ ଅଧିକ ୫ kg ଚାଉଳ...
ମୋହନ ସରକାର ଙ୍କ ଆଉ ଏକ ଧମାକା;
ରାସନ କାର୍ଡ ଧାରୀ ମାନେ ପାଇବେ ଅଧିକ ୫ kg ଚାଉଳ...
ରାସନକାର୍ଡଧାରୀଙ୍କୁ ମିଳିବ ଅଧିକ 5 କେଜି ଚାଉଳ
ଘୋଷଣା କଲେ ସରକାର
ଉପକୃତ ହେବେ ୨କୋଟି ୪୦ ଲକ୍ଷ ହିତାଧିକାରୀ
19 ଜିଲ୍ଲାରେ ପରିବାର ପିଚ୍ଛା ମିଳିବ ଅଧିକ 5 କେଜି ଚାଉଳ
ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ
ଏହାଦ୍ୱାରା ୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ପ୍ରମୁଖ ଜିଲ୍ଲାରେ ପରିବାର ପିଛା ଏହି ଅତିରିକ୍ତ ୫ କେଜି ଚାଉଳ ମିଳିବ ।