ରଥଯାତ୍ରା ସମୟ ଯଥେଷ୍ଟ ପୂର୍ବରୁ ପୁରୀରୁ ହଟିବ ସମସ୍ତ ପାର୍କିଂ ସମସ୍ୟା...

May 22, 2026 - 14:26
 8
ରଥଯାତ୍ରା ସମୟ ଯଥେଷ୍ଟ ପୂର୍ବରୁ ପୁରୀରୁ ହଟିବ ସମସ୍ତ ପାର୍କିଂ ସମସ୍ୟା...

ରଥଯାତ୍ରା ପୂର୍ବରୁ ଦୂର ହେବ ସମସ୍ତ ପାର୍କିଂ ସମସ୍ୟା

ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସମ୍ପୂର୍ଣ୍ଣ ହେବ କହିଲେ

ରଥଯାତ୍ରା ପରେ ପୁରୀରେ ହେବ ମଲ୍ଟି ଲେବଲ କାର୍ ପାର୍କିଂ'

୩ ହଜାରରୁ ଅଧିକ ଗାଡ଼ି ରହିବା ଭଳି ବ୍ୟବସ୍ଥା ହେବ'

????'ସପିଙ୍ଗ ମଲ୍‌ ଏବଂ ହୋଟେଲ ବ୍ୟବସ୍ଥା ମଧ୍ୟ ହେବ'