ରାଜସ୍ବ ମନ୍ତ୍ରୀଙ୍କ କଡା ତାଗିଦ...

Nov 24, 2025 - 21:04
 14
ରାଜସ୍ବ ମନ୍ତ୍ରୀଙ୍କ କଡା ତାଗିଦ...

ଲୋକଙ୍କ ସେବକ ହେଇ କାମ କରିବାକୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ତାଗିଦ୍

ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ଉଦ୍‌ବେଗ

ଦୂରଦୂରାନ୍ତରରୁ ଆସୁଥିବା ଲୋକଙ୍କୁ ବସିବାକୁ ଚୌକି ଦିଅ

ସେମାନଂକୁ ପିଇବାକୁ ପାଣି ଦେଇ ଆତିଥ୍ୟତା ବଜାୟ ରଖ

ଧର୍ଯ୍ୟର ସହ ତାଙ୍କ ଅଭିଯୋଗ ଶୁଣ

ନିର୍ଦ୍ଦିଷ୍ଟ ସମୟରେ କାମ ସା

ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହୋଇଛି

ନିୟମରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ହେବ