ରାଜ୍ୟ ବାଲ୍ୟ ବିବାହ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା...
ରାଜ୍ୟ ବାଲ୍ୟ ବିବାହ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା...
ରାଜ୍ୟର ୧୨ ଜିଲ୍ଲାରେ ଅଧିକ ହୋଇଛି ବାଲ୍ୟ ବିବାହ ।
ତେବେ ଜାତୀୟ ହାର ଠାରୁ ରାଜ୍ୟରେ କମ ରହିଛି ବାଲ୍ୟ ବିବାହ ହାର । ଗୃହରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ କହିଛନ୍ତି,
ଜାତୀୟ ହାର ୨୩.୩%, ଓଡିଶାରେ ବାଲ୍ୟ ବିବାହ ହାର ୨୦.୫% ରହିଛି
ନବରଙ୍ଗପୁରରେ ୩୯.୪ %,
ନୟାଗଡରେ ୩୫.୭% ସେହିପରି
କୋରାପୁଟରେ ୩୫.୫,
ରାୟଗଡାରେ ୩୩.୨,
ମାଲକାନଗିରିରେ ୩୨.୪% ରହିଛି
ମୟୁରଭଞ୍ଜରେ ୩୧.୩,
କେନ୍ଦୁଝରରେ ୨୯,
ଗଜପତିରେ ୨୮.୧ %
ବାଲେଶ୍ୱରରେ ୨୬.୪
ବୌଦ୍ଧରେ ୨୫.୩ ଓ ଅନୁଗୁଳରେ ୨୫ % ବାଲ୍ୟ ବିବାହ ହାର ରଛିଛି ।