ରାଜ୍ୟରେ ଖୁବଶୀଘ୍ର ଆସିବ "କନ୍ୟା ସୁମଙ୍ଗଳ ଯୋଜନା" SOP...

Apr 3, 2026 - 14:50
 9
ରାଜ୍ୟରେ ଖୁବଶୀଘ୍ର ଆସିବ "କନ୍ୟା ସୁମଙ୍ଗଳ ଯୋଜନା" SOP...

ରାଜ୍ୟରେ ଖୁବଶୀଘ୍ର ଆସିବ "କନ୍ୟା ସୁମଙ୍ଗଳ ଯୋଜନା" SOP... 

ଏସଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ।

ଏଥି ନେଇ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଝିଅ ଜନ୍ମ ହେବାର ବର୍ଷକ ଭିତରେ ତାଙ୍କ ଖାତାକୁ ସରକାରଙ୍କ ତରଫରୁ ଟଙ୍କା ଯିବ

୨୧ ବର୍ଷ ବୟସ ହେବା ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ। 

ବଜେଟରେ ଘୋଷଣା ହୋଇଥିବା ୩ଟି ଯୋଜନା ପାଇଁ SOP ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଝିଅଙ୍କ ପାଇଁ ଆସୁଛି ‘କନ୍ୟା ସୁମଙ୍ଗଳ’ ଯୋଜନା SOP’

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା 

ଖୁବଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର SOP 

‘SOP ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ’

‘ଝିଅ ଜନ୍ମର ବର୍ଷକ ଭିତରେ ତାଙ୍କ ଖାତାକୁ ସରକାର ଟଙ୍କା ପଠାଇବେ’

‘୨୧ ବର୍ଷ ବୟସ ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ’