ଶତାଧିକ ବିଜେପି ସମର୍ଥକଙ୍କ ବିଜେଡି ରେ ମିଶ୍ରଣ...

Jun 19, 2026 - 21:31
 4
ଶତାଧିକ ବିଜେପି ସମର୍ଥକଙ୍କ ବିଜେଡି ରେ ମିଶ୍ରଣ...

ଆଜି ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସଭାପତି, ବିଜେଡି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କେ ପ୍ରିୟଦର୍ଶିନୀ ଆଚାରୀଙ୍କ ନେତୃତ୍ୱରେ ବୁଗୁଡ଼ାର ହଜାର ହଜାର ବିଜେପି ସମର୍ଥକ ଭାରତୀୟ ଜନତା ପାର୍ଟି ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। 

ଏହି ଅବସରରେ ବରିଷ୍ଠ ଉପାଧ୍ୟକ୍ଷ (ମୁଖ୍ୟାଳୟ) ବିଜେଡି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ, ସାଧାରଣ ସମ୍ପାଦକ ଶ୍ରୀମତୀ ରଞ୍ଜିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।