ଶତ୍ରୁତା ଭିତରେ ବନ୍ଧୁତ୍ୱର ଏକ ବିରଳ ଚିତ୍ର
ବିପଦ ସମୟ ରେ ଯେ ପାଖରେ ଠିଆ ହୁଏ ସେ ହେଉଛି ପ୍ରକୃତ ବନ୍ଧୁ | ଯଦିଓ ନବୀନ ବିପଦରେ ନ ଥିଲେ ତଥାପି ତାଙ୍କ ଅସୁସ୍ଥତାକୁ ଏକ ପ୍ରକାର ବିପଦ ବୋଲି କୁହାଯାଇ ପାରେ |
ଡେରିରେ ହେଲେବି ଦୁଇ ଓଡିଶା ମୁଖିଆ ଏକ ଅସ୍ୱାଭିବିକ ମୁହୁର୍ତରେ ସାକ୍ଷାତ ହେବା ନିଶ୍ଚୟ ଓଡିଶାବାସୀଙ୍କ ପାଇଁ ଏକ ଶୁଭ ସଂକେତ ହୋଇପାରେ !!!