ଶ୍ରମିକ କଲ୍ୟାଣ ଏକ ‘ବୈଚାରିକ ଆନ୍ଦୋଳନ’ - ଧର୍ମେନ୍ଦ୍ର ପ୍ରଧାନ

Feb 8, 2026 - 09:32
 4
ଶ୍ରମିକ କଲ୍ୟାଣ ଏକ ‘ବୈଚାରିକ ଆନ୍ଦୋଳନ’ - ଧର୍ମେନ୍ଦ୍ର ପ୍ରଧାନ

ଶ୍ରମିକ କଲ୍ୟାଣ ଏକ ‘ବୈଚାରିକ ଆନ୍ଦୋଳନ’ - ଧର୍ମେନ୍ଦ୍ର ପ୍ରଧାନ

ସାମାଜିକ ଜୀବନର ପ୍ରାରମ୍ଭରେ ମଜଦୁର ସଂଘର ଜଣେ କାର୍ଯ୍ୟକର୍ତ୍ତା ହେବା, ମୋ ପାଇଁ ସୌଭାଗ୍ୟର ବିଷୟ

ଦେଶର ଶ୍ରମିକଙ୍କ ପରିଶ୍ରମ ଓ ଦକ୍ଷତା ବଦଳରେ ଭାରତର ଅର୍ଥନୀତି ମଜଭୂତ୍ ହୋଇଛି

ମଧ୍ୟାହ୍ନ ଭୋଜନର ସହାୟିକା, ଅଙ୍ଗନବାଡି ତଥା ଆଶା ଦିଦିଙ୍କ କଲ୍ୟାଣ ଦିଗରେ ସରକାର କାମ କରୁଛନ୍ତି

ଅନେକ ବର୍ଷ ପରେ ଶ୍ରମିକଙ୍କ ପାଇଁ 'ସର୍ବନିମ୍ନ ମଜୁରୀ' ବୃଦ୍ଧି କରିଛନ୍ତି ମୋଦୀ ସରକାର

ଜାତୀୟ ଶିକ୍ଷା ନୀତିରେ କାମ କରିବା ସହ ପାଠ ପଢିବା ଉପରେ ଗୁରୁତ୍ବ ଦିଆଯାଇଛି

‘ବିକଶିତ ଭାରତ’ ପାଇଁ ମାନବ ସମ୍ବଳର କାର୍ଯ୍ୟଶକ୍ତି ୫୦% ରୁ ୭୫% କୁ ବୃଦ୍ଧି କରିବା

ଏଆଇ ଯୁଗରେ ୱାର୍କଫୋର୍ସକୁ ନିରନ୍ତର 'ସ୍କିଲିଂ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂ' କରିବା

ପୁରୀ/ଭୁବନେଶ୍ବର, ଫେବୃୟାରୀ ୦୭ – ଶ୍ରମିକ କଲ୍ୟାଣ କେବଳ ଏକ ସାଂଗଠନିକ କାର୍ଯ୍ୟ ନୁହେଁ, ବରଂ ଏହା ଏକ ଦାୟିତ୍ବବାନ ବୈଚାରିକ ଆନ୍ଦୋଳନ ଯାହା ରାଷ୍ଟ୍ର ନିର୍ମାଣର ମୂଳଦୁଆ ସଦୃଶ । ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଧାମ ପୁରୀ ଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘର ୨୧ତମ ଅଖ୍ଳ ଭାରତୀୟ ତ୍ରୈବାର୍ଷିକ ଅଧୂବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରମିକମାନଙ୍କୁ ଦେଶ ଗଠନର ମୁଖ୍ୟ ଆଧାରଶିଳା ଭାବେ ଅଭିହିତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଆଦର୍ଶରେ 'ଶ୍ରମର ସମ୍ମାନ' ପାଇଁ ଭାରତୀୟ ମଜଦୁର ସଂଘ ସର୍ବଦା ସମର୍ପିତ । ସଂଗଠନ ନିଜର ପ୍ରତିଷ୍ଠା କାଳରୁ ରାଷ୍ଟ୍ରହିତ, ଶ୍ରମିକ କଲ୍ୟାଣ ଏବଂ 'ଆତ୍ମନିର୍ଭର ଭାରତ'ର ସଂକଳ୍ପ ସହିତ କାର୍ଯ୍ୟ କରି ଶ୍ରମିକମାନଙ୍କ ଅଧିକାର, ମର୍ଯ୍ୟାଦା ଓ ସାମାଜିକ ନ୍ୟାୟକୁ ସୁଦୃଢ଼ କରିବାରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି । ଶ୍ରମଶକ୍ତିକୁ ସସମ୍ମାନ ଜୀବନ ଦେଲେ ଅର୍ଥନୀତି ଦୁଇଗୁଣିତ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଅନେକ ବର୍ଷ ପରେ ଶ୍ରମିକଙ୍କ ପାଇଁ 'ସର୍ବନିମ୍ନ ମଜୁରୀ' ବୃଦ୍ଧି କରିଛନ୍ତି I ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ଥିବା ୨୫ ଲକ୍ଷ ସହାୟିକା, ଅଙ୍ଗନବାଡି ତଥା ଆଶା ଦିଦିଙ୍କ କଲ୍ୟାଣ ଦିଗରେ ସରକାର ନିରନ୍ତର କାମ କରୁଛନ୍ତି ।

ନିଜର ବ୍ଯକ୍ତିଗତ କ୍ତିଗତ ଅଭିଜ୍ଞତା ବାବଦରେ ସୂଚନା ସୂଚ ଦେଇ ଦେଇ ସେ କହିଛନ୍ତି, ମୋର ସାମା ସାମାଜିକ ଜୀ ଜୀବନର ପ୍ରାରମ୍ଭରେ ମଜଦୁର ସଂଘର ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କଚି କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ଭାରତୀୟ ମଜଦୁର ସଂଘ ଆଜି ଏକ ଦାୟି ଦାୟିତ୍ବବାନ ସାମାଜିକ ଆନ୍ଦୋଳନର ରୂପ ନେଇଛିI ନେଇଛି। ଏହି ସଂଗଠନ ନ ଶ୍ରମକୁ ଶ୍ରମ କେବଳ ଜୀବିକାର ମାଧ୍ଯମ ନୁହେଁ, ବରଂ ରାଷ୍ଟ୍ର ନିର୍ମାଣର ଆଧାରଶିଳା ଭାବେ ଗ୍ରହଣ କରି ସନ୍ତୁଳିତ ଓ ସମନ୍ବିତ ବିକାଶ ନାଶର ମାର୍ଗ ପ୍ରଶସ୍ତ କରୁଛି। କେନ୍ଦ୍ରମନ୍ତ୍ରୀ କହିଛ କହିଛନ୍ତି ଯେ, ଭାରତ ରତରେ 'ୱାକିଂ ଏଜ୍ ଗ୍ରୁପ୍' ମଧ୍ୟରେ ରେ ପ୍ରାୟ ୯୦ କୋଟି ଲୋକ ଲୋକ ଅଛନ୍ତି, ଯେଉଁଥ୍ରୁ ପ୍ରା ପ୍ରାୟ ୫୦ ପ୍ରତିଶତ ବାସ୍ତବ ସ୍ତବରେ କାର୍ଯ୍ୟରତ ର୍ଯ୍ୟରତ । ଏହି ୫୦ କୋଟି ଶ୍ରମଜୀବୀଙ୍କୁ ବୈଚାରିକ ସ୍ପଷ୍ଠ ସ୍ପଷ୍ଟତା ପ୍ରଦାନ କରିବାରେ ବିଏମଏସ ଏକ 'କଷଟି ପଥର’ ସଦୃଶ କାର୍ଯ୍ୟ କରିଛି । ବର୍ତ୍ତମାନର ଆର୍ଟିଫିସିଆଲ ଇ ଇଣ୍ଟେଲିଜେନ୍ସ (ଏଆଇ) ଯୁଗରେ ଆମ ଶ୍ରମଶକ୍ତିପ କ୍ତିର ଅଂଶଗ୍ରହଣକୁ ୫୦ ପ୍ରତିଶତରୁ ୭୫ ୭୫ ପ୍ରତିଶତକୁ ବୃଦ୍ଧି ଦ୍ଧି କଲେ ହିଁ ଦେଶ ବିକଶିତ ହେବାର ଲକ୍ଷ୍ୟ ପୂରଣ କରିପାରିବ ।

ଆଗାମୀ ଦିନର ଆହ୍ୱାନକୁ ଦୃଷ୍ଟିରେ ରଖ୍ ଶ୍ରୀ ପ୍ରଧାନ ଦେଶ ୱାର୍କଫୋର୍ସକୁ ନିର ନିରନ୍ତର 'ସ୍କିଲିଂ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂ' କରିବା ଉପରେ ରେ ଗୁରୁତ୍ବାରୋପ କରିଛନ୍ତି । ନୂତନ ଜାତୀୟ ଶିକ୍ଷା ନୀତିରେ 'ରୋଜଗାର ସହିତ ପଢିବା' ବ୍ୟବସ୍ଥା କରାଯାଇଛି। ଏକବିଂଶ ଶତାବ୍ଦୀର ୱାର୍କଫୋର୍ସକୁ 'ଗ୍ଲୋବାଲ ଷ୍ଟାଣ୍ଡାର୍ଡ ଣ୍ଡାର୍ଡ' କରିବା, ଯାହା ବିଶ୍ବର କଲ୍ୟାଣ ଲ୍ୟାଣ ସବୁବେଳେ ଆଗଭର ରହିବ ବୋଲି ସେ ମତପ୍ରକାଶ ନାଶ କରିଛନ୍ତି ।