ସିଧା ସଳଖ ଏଇ ଦେଶଦ୍ରୋହୀ ବାପ ଝିଅଙ୍କୁ ଗିରଫ କର I

ନାଁ ଆଉ କିଛି କହି ହେବ ନାହିଁ I ସିଧା ସଳଖ ଏଇ ଦେଶଦ୍ରୋହୀ ବାପ ଝିଅଙ୍କୁ ଗିରଫ କର I ଆମ ବଡ଼ ଠାକୁର ଆମ ଓଡ଼ିଶା ତଥା ସମଗ୍ର ଦେଶକୁ କେଇଟା ଟଙ୍କା ପାଇଁ ବିପଦ ମୁଖକୁ ଠେଲି ଦେଇଥିବା ସ୍ୱାର୍ଥପର ସୁବିଧାବାଦି ତଥା ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚିଥିବା ବାପ ଝିଅ ଦୁଇଟାଙ୍କୁ ଗିରଫ କର କିଛି ଦୟା ମାୟା ଦେଖେଇବା ଆବଶ୍ୟକ ନାହିଁ ଏମାନେ ଦେଶ ପାଇଁ ବଡ଼ ବିପଦ I ଏଇ ମାନେ ହିଁ ପ୍ରକୃତରେ ଆତଙ୍କବାଦୀ I ଏଇ ମାନଙ୍କ ପାଇଁ ଆଜି କେତେ ଘର ଉଜୁଡ଼ି ଯାଇଛି I କିଏ ତା ବାପା ହରେଇଛି, କିଏ ତା ସ୍ବାମୀକୁ ହରେଇଛି, କିଏ ତା ପୁଅ ହରେଇଛି, ପୁଣି କିଏ ତା ଭାଇ ହରେଇଛି, କିଏ ନୂଆ କରି ତା ସଂସାର ଗଢ଼ୁଥିବା ସିନ୍ଦୂର ପୋଛିଛି ଏଇମାନଙ୍କ ଷଡ଼ଯନ୍ତ୍ରରେ ୨୬ ପାରିବାର ଉଯୁଡ଼ି ଗଲା ଆଉ ଆଜି ଯାଏଁ ସେହି ପରିବାର ଆଖିରୁ ଲୁହ ସୁଖିବାର ନାଁ ଧରୁନି ଏଇ ମାନଙ୍କ ପାଇଁ ଆଜି ଅନେକ ପାରିବାରରେ ଚୁଲି ବି ଠିକ୍ ରେ ଜଳୁ ନାହିଁ ଏହି ମାନଙ୍କ ପାଇଁ ଆମ ଦେଶର ଅନେକ ବୀର ଯବାନ ସହୀଦ ହେଇଛନ୍ତି I ଏଇ ମାନଙ୍କ ପାଇଁ ସାରା ଭାରତରେ ବିଦ୍ରୋହ ହେଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ଏଭଳି ଦେଶଦ୍ରୋହୀ ଗିରଫ ହେବା ନିହାତି ଜରୁରୀ ଦୟା ବିଲୁକ୍ ବି ନୁହେଁ I ରିପୋର୍ଟ : ରଶ୍ମିରଂଜନ ମିଶ୍ର Avnews24 ଭୁବନେଶ୍ୱର

May 22, 2025 - 21:27
 27
ସିଧା ସଳଖ ଏଇ ଦେଶଦ୍ରୋହୀ ବାପ ଝିଅଙ୍କୁ ଗିରଫ କର I