ସୁଲଭ ଋଣ ଏବଂ ସାମାଜିକ ସୁରକ୍ଷା ମାଧ୍ୟମରେ ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ବନିଧ୍

Jun 1, 2026 - 09:50
 16
ସୁଲଭ ଋଣ ଏବଂ ସାମାଜିକ ସୁରକ୍ଷା ମାଧ୍ୟମରେ ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ବନିଧ୍

ସୁଲଭ ଋଣ ଏବଂ ସାମାଜିକ ସୁରକ୍ଷା ମାଧ୍ୟମରେ ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ବନିଧ୍

ଆସାମ, ମିଜୋରାମ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶର ହିତାଧୂକାରୀମାନଙ୍କ ଉପସ୍ଥିତିରେ ତ୍ରିପୁରାର ଅଗରତାଲାଠାରେ ପିଏମ୍ ସ୍ବନିଧ୍ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ;

ଏହି ଯୋଜନା ମାଧ୍ୟମରେ ହିତାଧୁକାରୀମାନଙ୍କ ହାରାହାରି ବାର୍ଷିକ ଆୟରେ ୨୦% ବୃଦ୍ଧି ।

ଦେଶର ୭୫.୫ ଲକ୍ଷରୁ ଅଧିକ ଉଠାଦୋକାନୀ ପିଏମ୍ ସ୍ବନିଧୂ ଯୋଜନାରେ ଉପକୃତ।

ଭେଣ୍ଡର୍ସ ଆମ୍‌ନିର୍ଭର ନିଧ' ବା ପିଏମ୍-ସ୍ବନିଧା, ସୁଲଭ ଏବଂ ଗ୍ୟାରେଣ୍ଟି -ମୁକ୍ତ ଋଣ, ଡି ଡିଜିଟାଲ୍ ଅନ୍ତର୍ଭୁକ୍ତକରଣ ଏବଂ ସାମାଜିକ ନୂଆଦିଲ୍ଲୀ: ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ଅଣୁଋଣ ଯୋଜନ ଜନା 'ପିଏମ୍ ଷ୍ଟ୍ରିଟ୍ ଭେ ସୁରକ୍ଷା ମାଧ୍ଯମରେ ଉଠାଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କରିଛି |

ଏହି ଅବସରକୁ ସ୍ମରଣୀୟ କରିବା ପାଇଁ କେନ୍ଦ୍ର କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ, ତ୍ରିପୁରାର ପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଣିକ ସାହାଙ୍କ ସହ ସହ ଅରୁଣାଚଳ ଅ ପ୍ରଦେଶ, ଆସାମ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର ପିଏମ୍ ସ୍ବନିଧ୍ ନିଧ୍ ହିତାଧୂକାରୀମାନ ।ନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେମାନେ ତ୍ରିପୁରାର ଉଠାଦୋକାମ କାନୀମାନଙ୍କୁ କ୍ରେଡିଟ୍ କ୍ରେଡିଟ୍ କାର୍ଡ ଏବଂ ଋଣ ମଞ୍ଜୁରୀ ପତ୍ର ମଧ୍ୟ ‌ ବଣ୍ଟନ କରିଛନ୍ତି।

ฮิงสุ | ସ୍ଵନିଧୂ ଯୋଜନା ଜୁନ୍ ୨୦୨୦ରେ ରେ ଶୁଭାରମ ରମ୍ଭ ହୋଇଥିଲା I ଏହା ପରଠାରୁ, ଏହି ଯୋଜନା ଉଠାଦୋକାନୀମାନଙ୍କ ପାଇଁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। ଯୋଜନା ମାଧ୍ୟମରେ ଆନୁଷ୍ଠାନିକ ଋଣ ପ୍ରାପ୍ତି ସହଜ ହୋଇଛି। ଏହା ଏହାଦ୍ୱାରା ହିତାଧୂକାରୀମାନେ ସେମାନଙ୍କର ଜୀବିକାକୁ ସଦୃଢ଼ ଓ ସମ୍ପ୍ରସାରିତ କରିବାରେ ସକ୍ଷମ ହୋଇଛନ୍ତି। ଏହି ଯୋଜ ଯାଜନା ମାଧ୍ୟମରେ ସାରା ଦେଶରେ ଉଠାଦୋକାନୀମାନଙ୍କୁ ୧୧୭,୮୦୦ କୋଟିରୁ ଅଧିକ ମୂଲ୍ୟର ୧.୦୫ କୋଟିରୁ ଅଧ ଅଧୂକ ଋଣ ମଞ୍ଜୁର କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହ ନାହର ଲାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଠାଦୋକାନୀମାନଙ୍କ କଠିନ ପରି ଶ୍ରମ, ସଂଘର୍ଷ ଏବଂ ଅବଦାନକୁ ସ୍ବୀକୃତି ଦେଇ ସହରାଞ୍ଚଳର ଗରିବ ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଜୀବିକାକୁ ମଜବୁତ କରିବା ଲକ୍ଷ୍ୟରେ ୨୦୨୦ ମସିହାରେ ପିଏମ୍ ସ୍ବନିଧୂ ଯୋଜନା ଆରମ୍ଭ କରିଥିଲେ।

ସେ କହିଛନ୍ତି ଯେ, ଏହି ଯୋଜନାର ଉଦ୍ଦେଶ୍ୟ କେବଳ ଗ୍ୟାରେଣ୍ଟି -ମୁକ୍ତ ଋଣ ପ୍ରଦାନ କରିବା ନୁହେଁ, ବରଂ ଉଠାଦୋକାନୀମାନଙ୍କୁ ଆର୍ଥିକ ସୁରକ୍ଷା ଓ ସାମାଜିକ ସ୍ୱୀକୃତି ସହ ଜୀବନରେ ଆଗକୁ ବଢ଼ିବା ପାଇଁ ସମ୍ମାନ, ଆତ୍ମବିଶ୍ୱାସ ଏବଂ ସୁଯୋଗ ସୁନିଶ୍ଚିତ କରିବା ରହିଛି।

ଏହି ଯୋଜନାର ସଫଳତା ଉପରେ ଆଲୋକପାତ କରି ଶ୍ରୀ ମନୋହର ଲାଲ କହିଛନ୍ତି ଯେ, ଗତ ଛଅ ବର୍ଷ ମଧ୍ଯରେ ସାରା ଦେଶରେ ୭.୫ ଲକ୍ଷରୁ ଅଧୂକ ଉଠାଦୋକାନୀ ପଏଏମ୍ ସ୍ବନିଧୂ ଅଧୀନରେ ଉପକୃତ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ସାରା ଦେଶରେ ଏହି ଯୋଜନା ଅଧୀନରେ ୧.୧୨ କୋଟିରୁ ଅଧିକ ଗ୍ୟାରେ ରେଣ୍ଟି -ମୁକ୍ତ ଋଣ ମଞ୍ଜୁର କରାଯାଇଛି। ବର୍ତ୍ତମାନ ସୁଦ୍ଧା ହିତାଧୂକାରୀମାନଙ୍କୁ ୧୭,୮୦୦ କୋଟିରୁ ଅଧୂକ ଟଙ୍କା ପ୍ରଦାନ କରାଯାଇସାରିଛି।

ଉତ୍ତର-ପୂର୍ବ ଅଞ୍ଚଳ ବିଷୟରେ ସୂଚନା ଦେଇ ଶ୍ରୀ ମନୋହର ଲାଲ ଲାଲ କହିଛନ୍ତି ଯେ, ଏହି ଅଞ୍ଚଳରେ ୨.୫୯ ଲକ୍ଷରୁ ଅଧୂକ ଋଣ ବଣ୍ଟନ କରାଯାଇଛି, ଯାହା ମାଧ୍ୟମରେ ଉଠାଦୋକାନୀମାନଙ୍କୁ ୧୪୩୦ କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ର୍କରେ କହିବାକୁ ଯାଇ କେନ୍ଦ୍ର କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ବଂ ଏହି ଯୋଜନା ଅଧୀନରେ ହିତାଧ୍ ତାତ୍‌କାରୀମାନଙ୍କୁ ପ୍ରାୟ ୧୧୫ କୋଟି ତ୍ରିପୁରାରେ ଏହି ଯୋଜନାର ରୂପାୟନ ସମ୍ପର୍କ ୯,୩୦୦ରୁ ଅଧିକ ଋଣ ମଞ୍ଜୁର କରାଯାଇଛି ଏବଂ ଏହି ଟଙ୍କା ବଣ୍ଟନ ନ କରାଯାଇ

ଶ୍ରୀ ମନୋହର ଲାଲ ଏହା ମଧ୍ୟ ଉଲ୍ଲେ ଲ୍ଲେଖ କରିଛ ରିଛନ୍ତି ଯେ, ପିଏମ୍ ସ୍ବନିଧୂ ମାଧ୍ଯମରେ ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ଏବଂ ଆନୁଷ୍ଠାନିକ ଅର୍ଥନୀତିର ଅଂଶବିଶେଷ ହୋଇପାରିଛନ୍ତି, ଯାହା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହିତ ଯୋଡ଼ି ହୋଇଛନ୍ତି ଏ ଆର୍ଥିକ * ଅନ୍ତର୍ଭୁକ୍ତକରଣ ଏବଂ ଆନ ଆତ୍ମନିର୍ଭରଶୀଳତା ଶୀଳତାର ପଥ ପ୍ରଶସ୍ତ କରିଛି |

ଗତ ଛଅ ବର୍ଷ ମଧ୍ୟରେ ଏହି ଯୋଜନା ନାର ପ୍ରଭାବ ପ୍ର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ଭନକାରୀ ସାବ୍ୟସ୍ତ ହୋଇଛି| ଛି | ବାସ୍ତବ ଚିତ୍ରକୁ ଦେ ଦେଖିଲେ, ପିଏମ୍ ସ୍ବନିଧୂ ସ୍ଵନିଧ୍ ଯୋଜନା ଅଧୀନରେ ୩୪.୮୧ ୮୧ ଲକ୍ଷ ଲକ୍ଷ ମହିଳା ଉଠା ଠାଦୋକାନୀଙ୍କୁ ସଶକ୍ତ କରାଯାଇଛି, ସାରା ଦେ ଦଶରେ ମହିଳା ଉଠା ଦୋକାନୀ ନୀମାନଙ୍କୁ ୫୧.୮୪ ଲକ୍ଷ ଋଣ ପ୍ରଦାନ କରାଯାଇ |ଯାଇଛି। ଏହା ସହ ୫୫ ଲକ୍ଷ ଉଠା ଦୋକାନୀଙ୍କୁ ।ଙ୍କୁ ଡିଜିଟାଲ୍ ବ୍ୟବସ୍ଥ ବସ୍ଥା ସହିତ ଯୋଡ଼ାଯାଇଛି I ଏହା ବ୍ୟତୀତ, ଏହି ଯୋଜନା ମାଧ୍ୟମରେ ହିତାଧୂକାରୀମାନଙ୍କ ହାରାହାରି ବାର୍ଷିକ ଆୟରେ ୨୦% ବୃଦ୍ଧି ରେକର୍ଡ କର କରାଯାଇଟ ଥିବା ବେଳେ ୩୦% ରୁ ଅଧୂକ ଉଠାଦୋକାନୀ ଏହି ଯୋଜନା ଦ୍ବାରା ପ୍ରଦାନ କରାଯାଉଥିବା ଋଣ ବାହାରେ ମଧ୍ୟ ଅନ୍ୟ ଆଧାରରେ ଋଣ ସୁବିଧା ପାଇପାରିଛନ୍ତି।

ପିଏମ୍ ସ୍ବନିଧୂର ପ୍ରମୁଖ ସଫଳତା:

୧.୦୫ କୋଟିରୁ ଅଧିକ ଋଣ ମଞ୍ଜୁର ।

ଏହି ଯୋଜନା ଅଧୀନରେ ୧୧୭,୮୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ ।

୩୪.୮୧ ଲକ୍ଷ ମହିଳା ଉଠାଦୋକାନୀ ସଶକ୍ତ ।

'ସ୍ଵନିଧୂ ରୁ ସମୃଦ୍ଧି' ଅଧୀନରେ ୫୦ ଲକ୍ଷରୁ ଅଧିକ ଉଠାଦୋକାନୀ ପରିବାରର ସାମାଜିକ -ଅର୍ଥନୈତିକ ପ୍ରୋଫାଇଲିଂ କରାଯାଇଛି।

କେନ୍ଦ୍ର ସରକାରଙ୍କ ଆଠଟି କଲ୍ୟାଣକାରୀ ଯୋଜନା ଅଧୀନରେ ୧.୫୨ କୋଟିରୁ ଅଧିକ ମଞ୍ଜୁରୀ ପ୍ରଦାନ।