ଗୁଆ ଝରରେ ଚନ୍ଦନ ମହୋତ୍ସବ
ଏହି ଅବସରରେବିଜେପିଦଳର ପୂର୍ବତ୍ତନ ରାଜ୍ୟ ସଭାପତି ଶ୍ରୀ Samir Mohanty, ମାନନୀୟା ବାଚସ୍ପତି ଶ୍ରୀମତୀ Surama Padhy ,ଏକାମ୍ରର ବିଧାୟକ ଶ୍ରୀ Babu Singh,ମଧ୍ଯ ନିର୍ବାଚନ ମଣ୍ଡଳୀର ନେତା ଶ୍ରୀ Jagannath Pradhan, ଓଡିଶା ସରକାରଙ୍କର ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ Dr. Mukesh Mahaling ଏବଂ ଆମ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥୂଲେ ।