ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସ୍ବତନ୍ତ୍ର ଅଭିଯାନ ୫.୦

Oct 23, 2025 - 09:12
 16
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସ୍ବତନ୍ତ୍ର ଅଭିଯାନ ୫.୦

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସ୍ବତନ୍ତ୍ର ଅଭିଯାନ ୫.୦ ଅନ୍ତର୍ଗତ ଗୁରୁତ୍ଵପୂର୍ଣ୍ଣ ସଫଳତା ହାସଲ କରିଛି : ୧.୪୩ ଲକ୍ଷ କିଲୋଗ୍ରାମ ଅଳିଆ ନିଷ୍କାସନ, ୯୭୩ ସ୍ଥାନ ସଫା ହୋଇଛି ଏବଂ ୧୪,୦୦୦ ଫାଇଲ ସମୀକ୍ଷା କରାଯାଇଛି

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସ୍ବତନ୍ତ୍ର ଅଭିଯାନ ୫.୦ଅନ୍ତର୍ଗତ ସ୍ବଚ୍ଛତା, ଦକ୍ଷତା ଏବଂ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି

ସ୍ବଚ୍ଛତାକୁ ସଂସ୍ଥାଗତ କରିବା ଏବଂ ବିଚାରାଧୀନ ମାମଲାଗୁଡ଼ିକୁ ହ୍ରାସ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ସ୍ବତନ୍ତ୍ର ଅଭିଯାନ ୫.୦ ସକ୍ରିୟ ଚାଲିଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ସାରା ଦେଶରେ ଏହାର ଗଣମାଧ୍ୟମ ୟୁନିଟ୍ ଏବଂ ଆଞ୍ଚଳିକ କାର୍ଯ୍ୟାଳୟ ସହିତ, ସ୍ବତନ୍ତ୍ର ଅଭିଯାନ ୫.୦ ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି କାର୍ଯ୍ୟକ୍ଷେତ୍ରଗୁଡ଼ିକୁ ସଫା କରିବା, ବିଚାରାଧୀନ ମାମଲାଗୁଡ଼ିକୁ ସଫା କରିବା ଏବଂ ଦକ୍ଷତା ବୃଦ୍ଧି କରିବା। ଅଭିଯାନର କାର୍ଯ୍ୟାନ୍ଵୟନ ପର୍ଯ୍ୟାୟ ୨ ଅକ୍ଟୋବର ୨୦୨୫ରେ ଆରମ୍ଭହୋଇଥିଲା ଏବଂ ଅଭିଯାନର ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥିର କରାଯାଇଥିବା ଲକ୍ଷ୍ୟ ହାସଲ କରିବା ପାଇଁ ଉତ୍ସର୍ଗୀକୃତ ପ୍ରୟାସ କରାଯାଉଛି ।

୨ ରୁ ୧୭ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଅଭିଯାନର ପ୍ରଥମ ପନ୍ଦର ଦିନ ମଧ୍ୟରେ ମନ୍ତ୍ରଣାଳୟର ସଫଳତାର ମୁଖ୍ୟଶଗୁଡ଼ିକ ନିମ୍ନଲିଖୂତ ପ୍ରକାରର ଅଟେ :

ମନ୍ତ୍ରଣାଳୟ ୪୯୩ଟି ବାହ୍ୟ ଅଭିଯାନ ଚଳାଇଛି, 973ଟି ସ୍ଥାନ ସଫା କରିଛି ଏବଂ ୧୦୪ଟି ଯାନକୁ ନିଷ୍କ୍ରିୟ କରାଯାଇଛି।

ପ୍ରାୟ ୧.୪୩ ଲକ୍ଷ କିଲୋଗ୍ରାମ ସ୍କ୍ରିପ୍ ନଷ୍ଟ କରାଯାଇଛି ଯାହା ଫଳରେ ୩୪,୨୭ ଲକ୍ଷ ଟଙ୍କା ରାଜସ୍ବ ଅର୍ଜନ ହୋଇଛି ଏବଂ ପ୍ରାୟ ୮୦୦୭ ବର୍ଗଫୁଟ ସ୍ଥାନ ଖାଲି କରାଯାଇଛି।

ପ୍ରାୟ ୧୩୯୦୦ଭୌତିକ ଫାଇଲ୍ ସମୀକ୍ଷା କରାଯାଇଛି ଯାହା ମଧ୍ୟରୁ ୩୯୫୭ଟି ଫାଇଲ୍ ବାଦ ଦିଆଯାଇଛି। ମୋଟ ୫୮୫ଟି ଇ - ଫାଇଲ୍ ସମୀକ୍ଷା କରାଯାଇଛି, ଯାହା ମଧ୍ୟରୁ ୧୬୫ଟି ବନ୍ଦ କରାଯାଇଛି।

ଅନ୍ୟାନ୍ୟ ସଫଳତା ବ୍ୟତୀତ ମୋଟ ୩୦୧ଟି ସାଧାରଣ ଅଭିଯୋଗ, ୫୭ଟି ପିଜି ଅପିଲ୍, ୧୬ଟି ସାଂସଦ ସନ୍ଦର୍ଭ, ୨ଟି ରାଜ୍ୟ ସରକାର ସନ୍ଦର୍ଭ ଏବଂ ୧ଟି ପିଏମଓ ସନ୍ଦର୍ଭ ସମାଧାନ କରାଯାଇଛି।

ସ୍ବତନ୍ତ୍ର ଅଭିଯାନ ୫.୦ ଅନୁର୍ଗତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ପାଇଁ ମନ୍ତ୍ରଣାଳୟର ଅଧୂକାରୀମାନଙ୍କର ଏକ ଦଳକୁ ବିଭିନ୍ନ କ୍ଷେତ୍ର କାର୍ଯ୍ୟାଳୟରେ ମଧ୍ୟ ମୁତୟନ କରାଯାଇଛି।

ମନ୍ତ୍ରଣାଳୟ ଏହି ଅଭିଯାନର ଉଦ୍ଦେଶ୍ୟ ପ୍ରତି ପ୍ରତିବଦ୍ଧ ଯେ କର୍ମକ୍ଷେତ୍ରର ସ୍ବଚ୍ଛତା ବୃଦ୍ଧି, ଉତ୍ପାଦକତା ବୃଦ୍ଧି, ସ୍ବଚ୍ଛତାକୁ ସଂସ୍ଥାଗତ କରିବା, ପଡ଼ି ରହିଥ‌ିବା ମାମଲାଗୁଡ଼ିକର ସମୟସୀମା ମଧ୍ୟରେ ସମାଧାନ ଏବଂ ଇ-ଆବର୍ଜନା ପରିଚାଳନାକୁ ପ୍ରୋତ୍ସାହିତ କରିବା ଯାହା ଦେଶର ସ୍ବଚ୍ଛତା ଏବଂ ସ୍ଥାୟୀତ୍ୱରେ ଯୋଗଦାନ ଦେବ।

କରୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ଭାଗ ଭାରତୀୟ ଭାଷା ପାଇଁ ଏଆଇ କୁ ବ୍ୟବହାର କରିବା, ଶ୍ରେଣୀଗୃହରେ ସମାଲୋଚନାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏବଂ ପାରମ୍ପରିକ ଶିକ୍ଷାଦାନ ପଦ୍ଧତିରୁ "ଚକବୋର୍ଡରୁ ଚିପସେଟ୍ ପର୍ଯ୍ୟନ୍ତ" ଭଳି ଭଳି ପ୍ରଯୁକ୍ତିବିଦ୍ୟା-ଚାଳିତ ପଦ୍ଧତିକୁ ପରିବର୍ତ୍ତନ କରିବା।

ଏହି କେନ୍ଦ୍ର ଏଆଇ ଭିତ୍ତଭୂମି ଏବଂ ମାନବ ସମ୍ବଳ ନିର୍ମାଣ ପାଇଁ ବ୍ୟାପକ ଜାତୀୟ ପ୍ରୟାସକୁ ସମର୍ଥନ କରିବ। ରିବ। ଏଥିରେ ବିଭିନ୍ନ ଶିକ୍ଷାଗତ ପାଠ୍ୟକ୍ରମରେ ଏଆଇ କୁ ଏକ ଇଚ୍ଛାଧୀନ ଭାବରେ ପ୍ରଦାନ କରିବା ପାଇଁ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଦ୍ବାରା ଅନୁମୋଦିତ ପ୍ରତିଷ୍ଠ ପ୍ରତିଷ୍ଠାନଗୁଡ଼ିକ ପାଇଁ ସୁପାରିଶ ମଧ୍ୟ ଅନୁର୍ଭୁକ୍ତ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି (ଆଇଆଇଟି) (ଆଇଆଇଟି) ଡିପ୍ ଲଣ୍ଡିଂ, ମେସିନ୍ ଲଣ୍ଡିଂ ଏବଂ ପ୍ରେଡିକ୍ଟିଭ୍ ଡାଟା ଆନାଲିଟିକ୍ସ ଭଳି ଉନ୍ନତ ଏଆଇ -ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଦାନ କରି ଏହାକୁ ପରିପୂରକ କରିଥାଏ। ଭାରତ ସରକାର ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ପ୍ରସ୍ତୁତ କରିବା ପାଇଁ ସ୍ମିଲ୍ ଇଣ୍ଡିଆ ମିଶନ (ଏସଆଇଏମ୍) ମଧ୍ୟରେ ଏଆଇ ଏବଂ ଡିଜିଟାଲ୍ ଶିକ୍ଷଣ କାର୍ଯ୍ୟକ୍ରମ ।ର୍ଯ୍ୟକ୍ରମଗୁଡ଼ିକୁ ସକ୍ରିୟ ଭାବରେ ସାମିଲ କରୁଛନ୍ତି, ଯେଉଁଥ୍ରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ୟେ ଯୋଜନା (ପିଏମକେଭିୱାଇ) ୪.୦, ଜାତୀୟ ଶିକ୍ଷାନବିସ ପ୍ରୋତ୍ସାହନ ଯୋଜନା (ଏନଏପିଏସ୍), ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଏ ଏବଂ ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନଏ ନଏସଟିଆଇ) ଏବଂ ସ୍ମିଲ୍ ଇଣ୍ଡିଆ ଡିଜିଟାଲ୍ ହବ୍ (ଏସଆଇଡିଏଚ୍) ପ୍ଲାଟଫର୍ମ ଅନ୍ତର୍ଗତ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରାଯାଉଛି।

ଏସଓଏଆର ଛାତ୍ରମାନଙ୍କ ପାଇଁ ଲକ୍ଷ୍ୟଭିତ୍ତୀକ ମଡ୍ୟୁଲ୍ ପ୍ରଦାନ କରି ସ୍ମିଲ୍ ଇଣ୍ଡିଆ ମିଶନକୁ ସମର୍ଥନ ସମର୍ଥନ କରେ, ଯାହା ଦ୍ବାରା ଯୁବପିଢ଼ିଙ୍କୁ ଏଆଇ -ଚାଳିତ କ୍ଷେତ୍ରଗୁଡ଼ିକରେ ନିଯୁକ୍ତି ଏବଂ ଉତ୍ପାଦକତା ବୃଦ୍ଧି କରିବା ପାଇଁ ଅତ୍ୟାବଶ୍ୟକ ଡିଜିଟାଲ୍ ଦକ୍ଷତା ସହିତ ସଜ୍ଜିତ କରିଥାଏ। ଏହି କାର୍ଯ୍ୟକ୍ରମ ୨୦୪୭ ସୁଦ୍ଧା ଭାରତର ଏକ ବିକଶିତ ରାଷ୍ଟ୍ରର ଦୃଷ୍ଟି ଦୃଷ୍ଟିକୋଣକୁ ଏଞ ଏଆଇ ଫର୍ ଅଲ୍ ପଦକ୍ଷେପ ମାଧ୍ୟମରେ ଆଗକୁ ବଢ଼ାଏ। ଏହା ଏକ ଟେକ୍-ସାଭି କର୍ମଶକ୍ତିକୁ ପ୍ରୋତ୍ସାହିତ କରେ ଯାହା ଜାତୀୟ ଦକ୍ଷତା ବିକାଶ ନାଶ ରଣନୀତିରେ ଗୁରୁତ୍ବାରୋପ କରାଯାଇଥିବା ପିରି ନବସୃଜନ ଏବଂ ବିଶ୍ବ ପ୍ରତିଯୋଗିତାକୁ ବୃଦ୍ଧି କରିବା ପାଇଁ ଏଆଇ ବ୍ୟବହାର କରେ।

ଏସଓଏଆର ସ୍ମିଲ୍ ଇଣ୍ଡିଆ ଡିଜିଟାଲ୍ ହବ୍ ଭଳି ସୁଗମ ପ୍ଲାଟଫର୍ମରେ ଏଆଇ ତାଲିମକୁ ଏକୀକୃତ କରି ସହରାଞ୍ଚଳ-ଗ୍ରାମାଞ୍ଚଳ ଡିଜିଟାଲ୍ ବିଭାଜନକୁ ଦୂର କରେ। ଏହା ସରକାରୀ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍ ଦକ୍ଷତା ପ୍ରତି ସମାନ ପ୍ରବେଶ ସୁନିଶ୍ଚିତ କରେ, ଏହାଦ୍ବାରା ଅନୁନ୍ନତ ସମ୍ପ୍ରଦାୟକୁ ସଶକ୍ତ କରେ। ଏସଓଏଆର ନୈତିକ ଏଆଇ ପ୍ରୟୋଗ ପାଇଁ ସକ୍ଷମ ଏଆଇ -ସଚେତନ ଛାତ୍ରଛାତ୍ରୀ ସୃଷ୍ଟି କରିବା ଏବଂ ଶିକ୍ଷାଦାନ ପଦ୍ଧତିକୁ ବୃଦ୍ଧି କରିବା ଏବଂ ଶ୍ରେଣୀଗୃହରେ ଏଆଇ ର ବ୍ୟାପକ ଗ୍ରହଣ ସୁନିଶ୍ଚିତ କରିବା ପାଇଁ ସରକାରୀ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କୁ ତାଲିମ ଦେବା ଲକ୍ଷ୍ୟ ରଖୁଛି।

ସ୍କିଲିଂ ଫର୍ ଏଆଇ ରେଡିନେସ୍ (ଏସଓଏଆର) କାର୍ଯ୍ୟକ୍ରମ ଭାରତକୁ ଏଆଇ-ଚାଳିତ ଶିକ୍ଷା ଏବଂ କର୍ମଶକ୍ତି ବିକାଶରେ ଏକ ବିଶ୍ବସ୍ତରୀୟ ନେତା ଭାବରେ ରେ ସ୍ଥାନିତ କରି କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ସ୍କୁଲ ପାଠ୍ୟକ୍ରମ ଏବଂ ବୃତ୍ତଗତ ତାଲିମ ମଧ୍ୟରେ ଏଆଇ ସାକ୍ଷରତାକୁ ଅନ୍ତୁର୍ଭକୁ କରି, ଏସଓଏଆର କେବଳ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ସହିତ ସଜ୍ଜିତ କରେ ନାହିଁ ବରଂ ନବସୃଜନ ଏବଂ ନୈତିକ ପ୍ରଯୁକ୍ତିବିଦ୍ୟା ବ୍ୟବହାରର ସଂସ୍କୃତିକୁ ମଧ୍ୟ ପ୍ରୋହ ପ୍ରୋତ୍ସାହିତ କରେ କରେ। ସ୍ମିଲ୍ ଇଣ୍ଡିଆ ଡିଜିଟାଲ୍ ହବ୍ ଭଳି ରଣନୈତିକ ସହଭାଗୀତା ଏବଂ ପ୍ଲାଟଫର୍ମ ମାଧ୍ୟମରେ, ଏହି କାର୍ଯ୍ୟକ୍ରମ ବିଭିନ୍ନ ସାମ ସାମାଜିକ-ଆକ ଗୋଷ୍ଠୀ ମଧ୍ୟରେ ପ୍ରବେଶ ବଶଯୋଗ୍ୟତା ସୁନିଶ୍ଚିତ କରେ, ଭାରତର ଯୁବପିଢ଼ିଙ୍କୁ ପ୍ରଯୁକ୍ତିବିଦ୍ୟା ଏ ଏବଂ ଆର୍ଥିକ ପ୍ରଗତି ଚଳାଇବା ପାଇଁ ସଶକ୍ତି କରେ। ୨୦୪୭ ଲକ୍ଷ୍ୟ କ୍ଷ୍ୟର ଏକ ମୂଳଦୁଆ ଭାବରେ, ଏସଓଏଆର ଏକ ଡିଜିଟାଲ୍ ଅନୁର୍ଭୁ ନୁର୍ଭୁକ୍ତିମୂଳକ, ପ୍ରତିଯୋଗିତାମୂଳକ ଳକ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ମୂଳଦୁଆ ସ୍ଥାପନ ସ୍ଥାପ କରେ, ଯାହା ବିଶ୍ବ ନବସୃଜନର ଭବିଷ୍ୟତକୁ ଆକାର ଦେ ଦେବା ପାଇଁ ପ୍ରସ୍ତୁତ।