ହାଇକୋର୍ଟ ଭରଚୁଆଲ ମୋଡ଼ ରେ ଚାଲିବ...
ଭାରତରେ ତୈଳ ସଙ୍କଟ ପ୍ରାୟ କିଛି ଦିନ ଲାଗି ରହିବ
ତୈଳ ସଂକଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍ ମୋଡ୍ରେ ଚାଲିବ ଓଡ଼ିଶା ହାଇକୋର୍ଟ।
ଏହା ସମସ୍ତ ଦିଗରେ ଜନସାଧାରଣଙ୍କୁ ସହାୟ ହେବ
ଆସନ୍ତା ୧୯ ଓ ୨୧ରେ ଭର୍ଚୁଆଲ୍ ମୋଡ୍ରେ ହାଇକୋର୍ଟ ଚାଲିବ।
ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ଭର୍ଚୁଆଲ୍ ମୋଡ୍ରେ ହେବ।
ଏହି ସମୟରେ ମାତ୍ର ୫୦% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ।