୪୪ତମ ଭାରତ ଅନୁର୍ଜାତୀୟ ବାଣିଜ୍ୟ ମେଳା ୨୦୨୫

Nov 29, 2025 - 08:37
 6
୪୪ତମ ଭାରତ ଅନୁର୍ଜାତୀୟ ବାଣିଜ୍ୟ ମେଳା ୨୦୨୫

୪୪ତମ ଭାରତ ଅନୁର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର

ଭାରତର ସର୍ବଶ୍ରେଷ୍ଠ ପାଭିଲିୟନ୍ ସମ୍ମାନ୍ଧରେ ବିଭୂଷିତ ହେଲା ଓଡ଼ିଶା ପାଭିଲିୟନ ଲଗାତାର ଭାବେ ଚତୁର୍ଥ ଥର ପାଇଁ ହାସଲ କଲା ଐ ଐତିହାସିକ ଗୌରବ ଦଳଗତ ସ‌ ସଫଳତା ପାଇଁ ହାର୍ଦ୍ଦିକ କ ଶୁଭେଚ୍ଛା ଜଣାଇଲେ । ମୁଖ୍ୟମନ୍ତ୍ରୀ ଶୁଭେଚ୍ଛାର ସୁଅ ସବୁ ଦିଗରୁ ମଧ୍ୟ ଛୁଟୁଛି ଶୁଭେଚ୍ଛ

ନୂଆଦିଲ୍ଲୀ / ଭୁବନେଶ୍ବର – ୨୭.୧୧.୨୦୨୫

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନୁର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ଅନ୍ତିମ ଦିବସରେ ଓଡ଼ିଶା ପାଢି ପାଭିଲିୟନ୍ ସର୍ବଶ୍ରେଷ୍ଠ ପାଭିଲିୟନ ଗୌରବରେ ଗୋରବାନ୍ବିତ ହେ ହୋଇଛି । ଆଜି ଅପରାହ୍ନରେ ୧ ନମ୍ବର ପ୍ରଦର୍ଶନୀ ପ୍ରକୋଷ୍ଠ ସନ୍ନିକଟ ସଂଗୀତ ଜଳଫୁଆରା ନିକଟରେ ନିକଟରେ ଆ ଆୟୋଜିତ ଏକ ବର୍ଣ୍ଣାଢ ଉତ୍ସବରେ ନୂଆଦିଲ୍ଲୀରେ ଅବସ୍ଥାପିତ ସିକ ଆୟୁକ୍ତି ଶ୍ରୀମତୀ ସୁଚରିତା ଷଡଙ୍ଗୀ ଷଡଙ୍ଗୀ ଏବଂ ଓଡ଼ିଶା ପାଭିଲିୟନର ଲିୟନର ନିର୍ଦ୍ଦେଶକ ଶ୍ରୀ ଅଶ୍ବିନୀ କୁମାର ଠନର ପରିଚାଳନା ନିର୍ଦ୍ଦେଶକ ଡଃ, ନୀରଜ ଖରୱାଲ ଲଙ୍କ ଠାରୁ ଏହି ସମ୍ମାନ ଗ୍ରହଣ ଓଡ଼ିଶାର ସହକାରୀ ରୀ ଆବାସିକ ଭୋଇ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଖୁସି ବ୍ୟକ୍ତି କରିବା ସହିତ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି । । ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ବରରେ ରାଜ୍ୟର । ମର୍ଯ୍ୟାଦାକୁ ବୃଦ୍ଧି ଦ୍ଧି କରିବା ଦିଗରେ ଏହା । ଏକ ଉଲ୍ଲେଖଯୋଗ୍ୟ ସଫଳତା । ଓଡ଼ିଶା ତାହାର ଗୌରବମୟ ମୁକୁଟରେ ଆଉ ଗୋଟିଏ ଅମୂଲ୍ୟ ସଫଳତା ଯୋଡ଼ିଛି । ଭା ଜିତିଛି, ଯାହାକି ଓଡ଼ିଶାର ସୃଜନଶୀଳ ଜନଶୀଳ ମାନସିକତାର ଏକ ଉଜ୍ଜ୍ଵଳ ଉଦାହରଣ । ଏହି ସ୍ବର୍ଣ୍ଣ ପଦକ ଆମର ସମଗ୍ର ରାଜ୍ୟ ପାଇଁ ଏବଂ ବିଶେଷ କରି ଆମର ଶିଳ୍ପୀମାନେ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଯେଉଁମାନେ ଓଡ଼ିଆ ଆତ୍ମାକୁ ଦିଲ୍ଲୀକୁ ନେଇଥିଲେ ଏବଂ ଏକ ଉଜ୍ଜ୍ବଳ ଚମକ ଦେଖାଇଲେ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ରେ ଆମର ପ୍ରଦର୍ଶନୀ ମଣ୍ଡପ ପୁରସ୍କାର ଜିତି

ସୂଚନା ନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ବରେ ଥ‌ିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନୁ ଶର୍ମା ନିଜ ବାର୍ଷାରେ, ଦଳଗତ ପ୍ରୟାସ ଓ ସମର୍ପଣ ଭାବନା ପାଇଁ ବିଭାଗର ସମସ୍ତ ଅଧୂକାରୀ ଓ କର୍ମଚାରୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ, ଏହି ଦଳୀୟ ମନୋଭାବକୁ ଆଗକୁ ମଧ୍ୟ ଜାରି ରଖୁବା ପାଇଁ ପରାମର୍ଶ ଦେଇଛନ୍ତି ।

ଭାରତ'ରେ ଯାଇଥୁଲା ଖରେ ଚଳିତ ବର୍ଷ ଭାରତ ଅନୁର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ର ବିଷୟବସ୍ତୁ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଆଧାରରେ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଥିଲା । ମଣ୍ଡପ ଡିଜାଇନରେ ପ୍ରାଚୀନ ଓଡ଼ିଶାର ସମୃଦ୍ଧି ଐତିହ୍ୟ ଓ ଭାସ୍କର୍ଯ୍ୟକୁ ଅତି ନିଖୁଣ ଭାବେ ପ୍ରତିଫଳିତ କରା‌ଯିବା ସହିତ ୨୦୪୭ ସୁଦ୍ଧା ଭାରତକୁ 'ଆତ୍ମନିର୍ଭର ଭାରତ', 'ବିକଶିତ ଭାରତ' ଏବଂ 'ଏକ ଭାରତ, ଶ୍ରେଷ୍ଠ ଭାରତ ପରିଣତ କରିବାକୁ ଓଡିଶାର ଭିଜନ୍ ଡକ୍ୟୁମେଣ୍ତ ୩୬ ପାଇଁ ୩୬ ଆଧାରରେ ରାଜ୍ୟର ପ୍ରତିବଦ୍ଧତାକୁ ମଧ୍ୟ ପ୍ରଦର୍ଶନ କରାଯାଇ । ବାସ୍ତବରେ, ଓଡିଶାର ଏହି ସୁଦୃଶ୍ୟ ପ୍ରଦର୍ଶନୀ ମଣ୍ଡପ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ଲୋକାଭିମୁଖ ଯୋଜନାର ସଫଳ ରୂପାୟନ ନିମନ୍ତେ ପ୍ରତିଟି ସ୍ତରରେ ହେଉଥ‌ିବା ଉଦ୍ୟମକୁ ଦେଶର ଅନ୍ୟାନ୍ୟ ରାଜ୍ୟ ଏବଂ ବିଶ୍ବ ସମ୍ମୁଖ ଉପସ୍ଥାପିତ କରିବାକୁ ପ୍ରୟାସ କରାଯିବା ସଙ୍ଗେସଙ୍ଗେ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସୁରକ୍ଷା ସହି ସମାନୁରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସ୍ଥାନିତ କରାଯାଇଥିଲା ।

ଓଡ଼ିଶା ପାଭିଲିୟନର ୨୬ଟି ଷ୍ଟଲ୍ ରେ ରାଜ୍ୟ ସରକାରଙ୍କ ୯ ଟି ବିଭାଗ ଓ ସହଯୋଗୀ ସଂସ୍ଥାଙ୍କ ବିଭିନ୍ନ ଉତ୍ପାଦ ସ୍ଥାନିତ ହୋଇଥିଲା । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ନିର୍ଦ୍ଦେଶାଳୟ ତରଫରୁ ବୟନିକା ଓ ରେଶମ ଓଡିଶା; କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୋରାପୁଟର ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ନିଃ, ଓ ମୟୂରଭଞ୍ଜର ଯଶିପୁର କୃଷକ ଉତ୍ପାଦକ କମ୍ପାନୀ ନିଃ.; ଓରମାସ୍ ତରଫରୁ ରାୟଗଡ଼ର ପ୍ରେରଣା ସ୍ବୟଂ ସହାୟକ ଗୋଷ୍ଠୀ, ଢେଙ୍କାନାଳର ଜୟ ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀ, ବାଲେଶ୍ବରର ନୀଳଗିରି ଲାଖ ଉତ୍ପାଦକ ସଂଘ, ନୟାଗଡ଼ର କ୍ରୀଷ୍ଣା ଛେନାପୋଡ଼, ଯାଜପୁରର ଗୋପାଳ ଗାପାଳପୁର ଟସର ହସ୍ତତନ୍ତି ଉତ୍ପାଦନ ଏଣ୍ଟରପ୍ରାଇଜ୍‌ ଓ ପୁରୀର ଉତ୍କଳ କଏର୍; ମିଶନ୍ ଶକ୍ତି ତରଫରୁ ପୁରୀ ରଘୁରାଜପୁରର ମା' ଭୁଆଶୁଣୀ ସ୍ବୟଂ ସହାୟକ ଗୋଷ୍ଠୀ, କେନ୍ଦ୍ରାପଡ଼ାର ଶିବ ପାର୍ବତୀ ଗୋଲ୍ଡେନ ଗ୍ରାସ୍ଟ, ନବରଙ୍ଗପୁରର ଧନଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠ ଗୋଷ୍ଠୀ ଓ କେନ୍ଦୁଝର ଆନନ୍ଦପୁରର ଶ୍ରୀ ଜଗନ୍ନାଥ ସ୍ଵୟଂ ସହାୟକ ଗୋଷ୍ଠୀ; ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡ୍ ତରଫରୁ କୋରାପୁଟ କଫି ଓ ଆଦିଶା; ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧୂନସୁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ତରଫରୁ ଭୋତ୍ତଡ଼ା ଜନଜାତି ଗୋଷ୍ଠୀ ଦ୍ବାରା ଧାନରୁ ପ୍ରସ୍ତୁତ ବିଭିନ୍ନ କଳାକୃତି, ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ଜନଜାତିଙ୍କ ଡୋକ୍ରା ହସ୍ତଶିଳ୍ପ ଏବଂ କେନ୍ଦୁଝର ଜିଲ୍ଲାର ଗୌଣ୍ଡ ଓ ରାୟଗଡ଼ ଜିଲ୍ଲାର ସଉରା ଜନଜାତିଙ୍କ ନିଆରା ଚିତ୍ରକଳା; ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍ଏସ୍ଏମ୍‌ଇ) ବିଭାଗ ତରଫରୁ ବରଗଡ଼ର ଗୌମୟ ପେଣ୍ଡସ୍, ଭୁବନେଶ୍ବରର କ୍ରାଫ୍ଟ ଇଣ୍ଡିକା, ବ୍ରହ୍ମପୁରର ଇଲେଟ୍ କ୍ରଞ୍ଚିସ୍ ଓ ରାଜ୍ୟ ସରକାରଙ୍କ ଅନସୁ ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିଂ, ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଉତ୍କଳିକା ସମେତ ଓମଫେଡ ଏବଂ ପର୍ଯ୍ୟଟନ ବିଭାଗର ଷ୍ଟଲ୍ ଓଡ଼ିଶା ମଣ୍ଡପରେ ସ୍ଥାନିତ ହୋଇଥିଲା ।

ସେହିପରି, ନୌକାର ଉପରି ଭାଗରେ କାଇଁଞ୍ଚ, ସବାଇ ଘାସ ଓ ନଡ଼ିଆ କତାରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି

ଭାରତ ଅନୁର୍ଜାତୀୟ ବାଣିଜ୍ୟ ମେଳା ଅବଧୂରେ, ବରଗଡ଼ର ଗୌମୟ ପଣ୍ଡସ ତ୍ରପୁରାର ଶଳ୍ପ ବିଭାଗ, ରୋହତକ ହରିୟାନାର ଅରିହନ୍ତି ପେଣ୍ଡସ, ନୂଆଦିଲ୍ଲୀର ଏ.ଏଲ୍.ଏମ୍. ଏଣ୍ଟରପ୍ରାଇଜେସ ଓ ଆର.କେ.ଜି.ଡି. ଏ ଏଣ୍ଟରପ୍ରାଇଜେସ ସହିତ, ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ଲିମିଟେଡ ନୂଆଦିଲ୍ଲୀର ହରମିତ ସିଂହଙ୍କ ସହିତ, ବ୍ରହ୍ମପୁରର ରର ଇଲେଟ କ୍ରଞ୍ଚିସ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ପାୱ ର୍ତ୍ତୃପକ୍ଷ, ପାୱାର ଗ୍ରୀଡ଼ କର୍ପୋରେସନ, ନୂଆଦିଲ୍ଲୀର ଅଶୋକା ହୋଟେଲ ଓ ନଟ୍ ସେକ୍ ସହିତ, ମୟୂରଭଞ୍ଜ ଜିଲ୍ଲାର ଯଶିପୁର କୃଷି ଉତ୍ପାଦକ ସଂଘର ଷ୍ଟଲ କେରଳ ରାଜ୍ୟ ସହିତ, ରାୟଗଡ଼ାର ପ୍ରେରଣା ସ୍ବୟଂ ସହାୟକ ଗୋଷ୍ଠୀ ନୂଆଦିଲ୍ଲୀର ରୁଦ୍ରଶୀଳ ପ୍ରୋଡ଼ ପ୍ରାଡ଼କ୍ଟ ସହିତ ଏବଂ ଓରମାସ ଓ ମିଶନ ଶକ୍ତି ବିଭାଗର ସମସ୍ତ ଷ୍ଟଲ୍ ଗିଫ୍ଟ ବଜାରର ର ଗୌତମ ଜିନ୍ଦଳ ଦଲଙ୍କ ସହିତ ସଫଳ ବାଣିଜ୍ୟିକ ଆଲୋଚନା କରିଥିଲେ । ଏତଦବ୍ୟତୀତ, ବାଣିଜ୍ୟ ମେଳାରେ ମେଳାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ଉଚ୍ଚ ପ୍ରଶାସନିକ ଅଧୂକାରୀ ଅଧୂକାରୀ ଏବଂ ବଂ ଅନ୍ୟ ବୃହତ ଓ ମାଧ୍ଯମ ବାଣିଜ୍ୟିକ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଓଡ଼ିଶା ପାଭିଲିୟନକୁ ଆସି ସାମଗ୍ରୀ ଗୁଡିକର ଉତ୍ପାଦନ, ଯୋଗାଣ ଓ ବିତରଣ ସମ୍ପର୍କରେ ଷ୍ଟଲ୍ ଦାୟିତ୍ଵରେ ଥ‌ିବା ଅଧୂକା ଅଧୂକାରୀମାନଙ୍କ ସହିତ ଆଲୋଚନା କ କରିଥିଲେ ।

ଗତ ୧୪ ତାରି ତାରିଖରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ବାରା ଉଦଘାଟିତ ସୁଦୃଶ୍ୟ ଓଡ଼ିଶା ପାଭିଲିୟନକୁ ବିଭିନ୍ନ ଦିବସରେ ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ତ୍ରିପୁରାର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀମତୀ ସନ୍ଧନା ଚକମା, ମଣିପୁରର ଅତିରିକୁ ଶାସନ ସଚିବ ଶ୍ରୀ ଅନୁରାଗ ବାଜପେୟୀ, ପୂର୍ବତନ କ୍ରିକେଟର ତଥା । ପଶ୍ଚିମବଙ୍ଗ ମବଙ୍ଗ ବହରମପୁରର ସାଂସଦ ୟୁସୁଫ ପଠାନ, ଓଡିଶା ଆସ୍କାର ସାଂସଦ ଅନିତା ଶୁଭଦର୍ଶିନୀ, ବାଲେଶ୍ବର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭ ଭା ସାଂସଦ ଶ୍ରୀ ସୁଜିତ କୁମାର, ରାଜ୍ୟସଭାର ପୂର୍ବତନ ସାଂସଦ ଶ୍ରୀ ଅମର ପଟ୍ଟନାୟକ ସମେତ ଦେଶ ବିଦେଶର । ପ୍ରତିଷ୍ଠିତ ବ୍ୟବସାୟିକ ସଂଗଠନ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସିଥିବା ବେଳେ ଗତ ୨୨ ତାରିଖରେ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଝୀ ଓଡ଼ିଶା ରାଜ୍ୟ ଦିବସର ମୁଖ୍ୟଅତିų ଭାବେ ଯୋଗ ଦେଇଥିଲେ ।

ଭାରତ ମଣ୍ଡପମ ପରିସରସ୍ଥ ମୁକ୍ତାକାଶ ନାଟ୍ୟଶାଳାରେ ଗତ ୨୨ ତାରିଖରେ ଆୟୋଜିତ ଓଡିଶା ରାଜ୍ୟ ଦିବସ ଅବସରରେ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ପତ୍ରିକା ଦ୍ବୟର ସ୍ବତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ ସହିତ ଭୁବନେଶ୍ବର ନୁପୁର ଅନୁଷ୍ଠାନରେ କଳାକାରମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟାଭିନୟ, ଦିଗପହଣ୍ଡି(ଗଞ୍ଜାମ)ର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ପଶୁମୁଖା ନୃତ୍ୟ, ସୁବର୍ଣ୍ଣପୁର ସ୍ଥିତ ରୁମକୁଝୁମାର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଜିଲ୍ଲାର ନୂତ ନୂତନ କଳା ସଂସଦର ଶିଙ୍ଘନୃତ୍ୟ ଏବଂ କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ପରିବେଷଣ ହୋଇ ହୋଇଥିଲା ।

ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ପାଭିଲିୟନକୁ ୨.୫ ଲକ୍ଷରୁ ଅଧୂକ ଅଧୂକ ଲୋକ ଆସିଥିବା ବେଳେ ୫୦ ଲକ୍ଷରୁ ଅଧୂକ ଟଙ୍କାର ବ୍ୟବସାୟ ହୋଇଥିଲା । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଷ୍ଟଲ୍ ସୂଚନା ପ୍ରଦାନ ଭିତ୍ତିକ ଏବଂ ବରଗଡ଼ ଜିଲ୍ଲାର ଗୌମୟ ପେଣ୍ଡସ୍ ଷ୍ଟଲ୍ ଉତ୍ପାଦ ପ୍ରଦର୍ଶନ ଭିତ୍ତୀକ ହୋଇଥିବା ବେଳେ, ଅନ୍ୟ ୨୪ ଟି ଷ୍ଟଲ୍ ଦ୍ବାରା ଉପରୋକୁ ପରିମାଣର ବ୍ୟବସାୟ ହୋଇଥିଲା । ମନୋରମ ସାଜସଜ୍ଜା ପାଇଁ ଓଡ଼ିଶା ପାଭିଲିୟନର ୟନର ପ୍ରତ୍ୟେକ କୋଣ ଅନୁକୋଣ ଗୋଟିଏ ଗୋଟିଏ ସେଲଫି ଜୋନରେ ପରିଣତ ହୋଇଥୂଲା

ସୂଚନା ଯୋଗ୍ୟ ଯେ, ପାଗ୍ୟ ଯେ, ଭାରତ ଅନୁର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ ୟନର ଆୟୋଜନ ଦାୟିତ୍ଵ ସୂଚନା ଓ ଲୋକସମ୍ପର୍କ ବିଭାଗ ଉ ଉପରେ ରହିଛି ଏ ହିଛି ଏବଂ ଏଥିରେ ଶ୍ରେଷ୍ଠ ପ୍ରଦର୍ଶ ପ୍ରଦର୍ଶନ ପାଇଁ ୨୦୨୨ ମସିହାରେ ଓଡ଼ିଶା ପାଭିଲିୟନ୍ ସ୍ବତନ୍ତ୍ର ଜୁରୀ ପୁରସ୍କାର ପାଇଥିବା ବେଳେ, ୨୦୨୩ ମସିହାରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପୁରସ୍କାର ଏବଂ ୨୦୨୪ ରେ ରୋପ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିଲା 1 । ଆଜିର ପୁରସ୍କାର ସହିତ ଓଡ଼ିଶା ପାଭିଲିୟନ ଲଗାତାର ଭାବେ ଚତୁର୍ଥ ଥର ପାଇଁ ପୁରସ୍କାର ହାସଲ କରି ଏକ ଇତିହାସ ସୃଷ୍ଟି ସୃଷ୍ଟି କରିଛି । । ଚଳିତ ବର୍ଷର ୪୪ତମ ଭାରତ ଅନୁର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରି ରି ସ୍ବର୍ଣ୍ଣ ସମ୍ମାନରେ ରେ ବିଭୂଷିତ ହୋଇଥ‌ିବା ବେଳେ ଳେ, ମଧ୍ୟପ୍ରଦେ ପ୍ରଦେଶ ଓ ପୁଡୁଚେରୀ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ସମ୍ମାନରେ ରେ ସମ୍ମାନିତ ହୋଇଛନ୍ତି ।

ଆଜିର ଏହି ଏହି ପୁରସ୍କାର ପ୍ରଦାନ ଉତ୍ସବରେ ରେ ଭାରତ ବାଣି ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର ମୁଖ୍ୟ ପରିଚା ପରିଚାଳନା ନିର୍ଦ୍ଦେଶକ ଡଃ. ୱାଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପ୍ରେମଜିତ ଲାଲ, ସ୍ବତନ୍ନ ତନ୍ତ୍ର କର୍ତ୍ତବ୍ୟରତ ଅଧୂକାରେ ଲେଫ୍ଟନେଣ୍ଡ କର୍ଣ୍ଣେଲ ଶ୍ରୀ ହର୍ଷ କୋଣ୍ଡିଲ୍ୟ ଏବଂ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଧ୍ଯକ୍ଷ ଶ୍ରୀ ବିପୁଲ କୁମାରଙ୍କ ସମେତ ଓଡ଼ିଶା ପାଭିଲି ପାଭିଲିୟନର ସମସ୍ତ ଅଧୂକାରୀ, ଅଂଶୀଦାର ଓ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ ।