ଅକ୍ଷୟ ତୃତୀୟା ପାଳନର କାରଣ ଓ ଯଥାର୍ଥତା...
ଅକ୍ଷୟ ତୃତୀୟାର ମହତ୍ତ୍ୱ...
ଅକ୍ଷୟ ତୃତୀୟା ହେଉଛି ଅତ୍ୟନ୍ତ ପବିତ୍ର ଏବଂ ଶୁଭ ଦିନ।
ଏହି ଦିନେ କରାଯାଇଥିବା ପୁଣ୍ୟ କାର୍ଯ୍ୟ କେବେ ଶେଷ ହୁଏ ନାହିଁ।
(୧)ଏହି ଦିନେ ନୂତନ କାମ ଆରମ୍ଭ କରିବା ଶୁଭ ମନାଯାଏ।
(୨)ସୁନା କିଣିବା ଏବଂ ଧନ ସଞ୍ଚୟ କରିବାକୁ ଶୁଭ ମନାଯାଏ।
(୩)ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ପୂଜା କଲେ ସମୃଦ୍ଧି ମିଳେ।
(୪)ଦାନ-ଧର୍ମ କଲେ ଅକ୍ଷୟ ପୁଣ୍ୟ ମିଳେ।
(୫)ଏହି ଦିନେ ଯଜ୍ଞ, ପୂଜା, ଓ ଭଲ କାମ କରିବା ଶୁଭ ମନା ଯାଏ।
(୬)ଗରିବ ମାନଙ୍କୁ ସହାୟତା କରିବା ଓ ଖାଦ୍ୟ ଦାନ କରିବା ଅତ୍ୟନ୍ତ ପୁଣ୍ୟଦାୟକ।
(୭) ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଏ।