ଅଳ୍ପାୟୁଷ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

Sep 29, 2026 - 07:38
 2
ଅଳ୍ପାୟୁଷ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା। 

ଅନିର୍ଦ୍ଧିଷ୍ଟ କାଳ ପାଇଁ ମୂଳତବୀ ହେଲା ବିଧାନସଭା। 

୯ଟି କାର୍ଯ୍ୟଦିବସରୁ ମାତ୍ର ୫ ଦିନ ଚାଲିପାରିଲା ଗୃହ। 

ବିଧାନସଭାରେ ଉପସ୍ଥାପିତ ହୋଇଛି ୬ଟି ରିପୋର୍ଟ।

ଗୃହରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ।