ଆନ୍ଧ୍ରପ୍ରଦେଶର କଣ୍ଡୁଲରେ 13,430 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଆନ୍ଧ୍ରପ୍ରଦେଶର କଣ୍ଡୁଲରେ 13,430 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ସୋମନାଥଙ୍କ ଭୂମି _ ଗୁଜରାଟରେ ଜନ୍ମ ନେଇ, ବାବା ବିଶ୍ବନାଥଙ୍କ ଭୂମି କାଶୀରେ ସେବା କରି ଏବଂ ଆଜି ଶ୍ରୀଶୈଳମଙ୍କ ଆଶୀର୍ବାଦ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି: ପ୍ରଧାନମନ୍ତ୍ରୀ
ଶ୍ରୀ ଶିବାଜୀ ଗୁର୍ଷି କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମୋତେ ମିଳିଛି ଏବଂ ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କୁ ପ୍ରଣାମ କରୁଛି: ପ୍ରଧାନମନ୍ତ୍ରୀ
ଆନ୍ଧ୍ର ପ୍ରଦେଶ ‘ସ୍ବାଭିମାନ' ଏବଂ 'ସଂସ୍କୃତି'ର ଭୂମି, ଏହା ବିଜ୍ଞାନ ଏବଂ ନବସୃଜନର ଏକ କେନ୍ଦ୍ର ମଧ୍ୟ: ପ୍ରଧାନମନ୍ତ୍ରୀ
ଆଜି, ସ୍ବଚ୍ଛ ଶକ୍ତି ଠାରୁ ଆରମ୍ଭ କରି ସାମଗ୍ରିକ ଶକ୍ତି ଉତ୍ପାଦନ ପର୍ଯ୍ୟନ୍ତ, ଭାରତ ପ୍ରତ୍ୟେକ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରୁଛି: ପ୍ରଧାନମନ୍ତ୍ରୀ
ସାରା ଦେଶରେ ବହୁମୁଖୀ ଭିତ୍ତିଭୂମି ଦ୍ରୁତ ଗତିରେ ବିକାଶ ହେଉଛି ଏବଂ ଆମେ ଗ୍ରାମରୁ ସହର ଏବଂ ସହରରୁ ବନ୍ଦର ପର୍ଯ୍ୟନ୍ତ ସଂଯୋଗୀକରଣ ଉପରେ ଦୃଢ଼ ଧ୍ୟାନ ଦେଉଛୁ: ପ୍ରଧାନମନ୍ତ୍ରୀ
ଆଜି ଭାରତ ଏବଂ ଆନ୍ଧ୍ରପ୍ରଦେଶ ଉଭୟର ଦ୍ରୁତ ଏବଂ ବ୍ୟାପକ ବିକାଶ ବିଶ୍ୱ ଦେଖୂପାରୁଛି ॥ରୁଛି; ଗୁଗୁଲ୍ ଆନ୍ଧ୍ରପ୍ରଦେଶରେ ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ହବ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ
ଆଜି, ବିଶ୍ବ ଭାରତକୁ ଏକବିଂଶ ଶତାବ୍ଦୀର ନୂତନ ଉତ୍ପାଦନ କେନ୍ଦ୍ର ଭାବରେ ଦେଖୁଛି: ପ୍ରଧାନମନ୍ତ୍ରୀ
2 ଆମ ସରକାରଙ୍କ ସଂକଳ୍ପ ହେଉଛି ନାଗରିକ-କୈନ୍ଦ୍ରିକ ବିକାଶ, ନିରନ୍ଧର ସଂସ୍କାର ମାଧ୍ଯମରେ ଆମେ ଲୋକଙ୍କ ଜୀବନକୁ ସହଜ କରୁଛୁ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର କଣ୍ଡୁଲଠାରେ ପ୍ରାୟ 13,430 କୋଟି ଟଙ୍କାର ଏକାଧୂକ ଉନ୍ନୟନମୂଳକ କରିଛନ୍ତି। ଏହି Iହି ଅବସରରେ Doz ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ ରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ ଅହୋବିଲମର ଭଗବାନ ନରସିଂହ ସ୍ବାମୀ ଏବଂ ମହାନନ୍ଦିର ଶ୍ରୀ ମହାନନ୍ଦିଶ୍ବର ସ୍ବାମୀଙ୍କୁ ପ୍ରଣାମ କରିଥିଲେ। ସେ ସମସ୍ତଙ୍କ ମଙ୍ଗଳ ପାଇଁ ମନ୍ତ୍ରାଳୟମର ଗୁରୁ ଶ୍ରୀ ରାଘବେନ୍ଦ୍ର ସ୍ବାମୀଙ୍କଠାରୁ ଆଶୀର୍ବାଦ ମଧ୍ଯ ଲୋଡ଼ିଥିଲେ।