ଆରମ୍ଭ ହୋଇଯିବ PUCC ଧରପଗଡ଼...

Apr 3, 2026 - 23:15
 3
ଆରମ୍ଭ ହୋଇଯିବ PUCC ଧରପଗଡ଼...

ଆରମ୍ଭ ହୋଇଯିବ PUCC ଧରପଗଡ଼...

ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଚାଲାଣ କଟିବ

ବିଭିନ୍ନ ରାଜପଥରେ ସ୍ଥାପିତ ଟୋଲ ଗେଟ୍‌ରେ ଅଟୋମେଟେଡ୍‌ ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ଇ-ଚାଲାଣ କଟିବ

ଏଥିସହ ମୋଟର ଯାନର ଅନ୍ୟାନ୍ୟ ଯାଞ୍ଚ ବେଳେ ପିୟୁସିସି PUCC ନ ଥିବା ଜଣାପଡ଼ିଲେ ଅଟୋମେଟେଡ୍‌ ବ୍ୟବସ୍ଥା ମାଧ୍ୟମରେ ବି ଇ-ଚାଲାଣ କଟିବ

ଏହି ମାସ ଠାରୁ ଜୋରଦାର ଚେକିଙ୍ଗ ଆରମ୍ଭ ହୋଇଛି 

ସମସ୍ତେ ସାବଧାନ ହୋଇଯିବା ଦରକାର 

ଫାଇନ ଆଦାୟକୁ ଏକ ନିର୍ଣ୍ଣାୟକ ମୋଡରେ ନେବା ପାଇଁ ପରିବହନ ଅଧିକାରୀମାନେ ପୁରା ଯତ୍ନବାନ ହେଉଛନ୍ତି