ଆସନ୍ତା କାଲି May 2 ରେ ମାଟ୍ରିକ Result...

May 1, 2026 - 11:04
 24
ଆସନ୍ତା କାଲି May 2 ରେ ମାଟ୍ରିକ Result...

ଆସନ୍ତା କାଲି May 2 ରେ ମାଟ୍ରିକ Result...

ମେ' ୨ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। 

ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଲା ବି ଏସ ଇ / BSE 

http://bseodisha.ac.inରେ ଛାତ୍ରଛାତ୍ରୀ ଦେଖିହେବ ରେଜଲ୍ଟ

ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନମ୍ୱରକୁ SMS କରି ରେଜଲ୍ଟ ଜାଣିହେବ।