ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ହାଇକୋର୍ଟ ଙ୍କ ନିର୍ଦେଶମତେ ବାଲିଯାତ୍ରା କଟକର ତଳ ବାଲି ପଡିଆରେ ହେବ
ଉପର ପଡିଆରେ କେଵଳ ପାର୍କିଙ୍ଗ ବ୍ୟବସ୍ଥା ହେବ
ଏହି ଯାତ୍ରା ନଭେମ୍ବର ୫ ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ
ତଳ ପଡିଆ ୬୦ ଏକର ଜାଗାରେ ହେବାକୁ ଥିବା ବେଳେ ଏହା ଆଗରୁ ୩୫ ଏକର ସୀମିତ ଜାଗାରେ ହେଉଥିଲା
ବାଲିଯାତ୍ରା ପାଇଁ ଜନସାଧାରଣ online ମାଧ୍ୟମରେ ପ୍ଲଟ ବୁକିଂ କରି ପାରିବେ ||