ଗ୍ରାମାଞ୍ଚଳ ପାଇଁ ସରକାର ଘୋଷଣା କଲେ ବଡ଼ ଯୋଜନା...

Jul 19, 2026 - 20:08
 12
ଗ୍ରାମାଞ୍ଚଳ ପାଇଁ ସରକାର ଘୋଷଣା କଲେ ବଡ଼ ଯୋଜନା...

ଅନ୍ତରୀଣ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ଜାରି ହେବ*

ନୂଆ ଜବ୍‌କାର୍ଡ ବ୍ୟବସ୍ଥା ଲାଗୁ କଲେ ସରକାର*

ନୂଆ ପଞ୍ଜୀକୃତ ପରିବାରଙ୍କୁ ମିଳିବ ରୋଜଗାର ଗ୍ୟାରେଣ୍ଟି କାର୍ଡ*

ପୁରୁଣା ଜବ୍‌କାର୍ଡ ନଷ୍ଟ ହୋଇଥିଲେ ମଧ୍ୟ ନୂଆ କାର୍ଡ ମିଳିବ*

ଜବ୍‌କାର୍ଡରେ ଏଣ୍ଟ୍ରି ପାଇଁ ସ୍ଥାନ ନ ଥିଲେ ବି ଜାରି ହେବ ଅନ୍ତରୀଣ କାର୍ଡ*

ଚିଠି ଲେଖି ଜଣାଇଲା ପଞ୍ଚାୟତିରାଜ ବିଭାଗ*

ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସିଇଓ ଓ ବିଡିଓଙ୍କୁ ଚିଠି

ମାର୍ଗଦର୍ଶିକା ମଧ୍ୟ ଜାରି କଲା ପଞ୍ଚାୟତିରାଜ ବିଭାଗ