ଚଳିତ ଶିକ୍ଷା ବର୍ଷ ପାଇଁ ସିଟ୍ ବଢାଇବାକୁ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।
ଚଳିତ ଶିକ୍ଷା ବର୍ଷ ପାଇଁ ସିଟ୍ ବଢାଇବାକୁ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।
୧୦ ହଜାର ୩୭୨ ସିଟ୍ ବୃଦ୍ଧି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଷ୍ଟେଟ ପବ୍ଲିକ ବିଶ୍ଵବିଦ୍ୟାଳୟ ଅଧୀନ କଲେଜରେ ରହିବ ୧୨୧୬ ସିଟ୍।
ସରକାରୀ କଲେଜରେ ୪୬୮୪,
୪୮୮ ବର୍ଗ ଏଡେଡ଼ କଲେଜରେ ୩୪୧୬ଟି ସିଟ୍।
୬୬୨ ଏଡେଡ୍ କଲେଜରେ ୧୦୫୬ଟି ସିଟ୍ ବଢିଲା।
+୩ ନାମଲେଖା ପାଇଁ ଅଧିକ ଆବେଦନ ରହିବାରୁ ନିଷ୍ପତ୍ତି ନିଆଯାଇଛି।
ଜୁଲାଇ ୯ରୁ ଯୁକ୍ତ ତିନି ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ।