ଚିର ନିଦ୍ରାରେ ଶୋଇ ଗଲେ ରୁଚି ମସଲା କମ୍ପାନୀର ପ୍ରାଣ ପ୍ରତିଷ୍ଠାତା Dr ଶରତ ସାହୁ
ଚିର ନିଦ୍ରାରେ ଶୋଇ ଗଲେ ରୁଚି ମସଲା କମ୍ପାନୀର ପ୍ରାଣ ପ୍ରତିଷ୍ଠାତା Dr ଶରତ ସାହୁ
ଯେ କି ଅନେକ ଖ୍ୟାତ ଆଣିଥିଲେ ଖାଲି ରାଜ୍ୟ ନୁହେଁ ଦେଶ ବିଦେଶ ରେ ମଧ୍ୟ୍
ସେ ସଫଳ ଉଦ୍ୟୋଗୀ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ ସୁନାମ ଅର୍ଜନ କରିଥିଲେ
ସେ ଦେଶ ଭିତରେ ଓ ବାହାରେ ପ୍ରଶଂସିତ ଓ ସମ୍ମାନିତ ମଧ୍ୟ ହୋଇଥିଲେ
ସେ କର୍କଟ ରୋଗରେ ପୀଡିତ ଥାଇ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ||