ଦଳର ହାଇ କମାଣ୍ଡ ଶ୍ରୀମୟୀ ଙ୍କୁ ସସ୍ପେଣ୍ଡ କଲା ପରେ,ଯାହା କୁହନ୍ତି ସେ...

Sep 23, 2025 - 21:49
Sep 23, 2025 - 22:23
 23
ଦଳର ହାଇ କମାଣ୍ଡ ଶ୍ରୀମୟୀ ଙ୍କୁ ସସ୍ପେଣ୍ଡ କଲା ପରେ,ଯାହା କୁହନ୍ତି ସେ...

ବିଜେଡିରୁ ସସ୍‌ପେଣ୍ଡ ପରେ ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ପ୍ରତିକ୍ରିୟା

ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍‌ କରି ନାହିଁ କି କରିବି ନାହିଁ

ପ୍ରକୃତରେ ଏକ ବର୍ଷ ଧରି ଦଳରେ ନାହିଁ, ସଦସ୍ୟତା ମଧ୍ୟ ନବୀକରଣ କରି ନାହିଁ

ଦଳ ମୋତେ ନିଲମ୍ବନ କରିବା 'ଜଗତେ କେବଳ ଜନେ ହସିବେ’

ଦଳରେ ଥାଇ ନ ଥିବା ପରି, ମୋତେ ସସ୍ପେଣ୍ଡ କରିବ କଣ ?

ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଶାସନ କରୁଥିବା ନେତା ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା ଆଦୌ ଗ୍ରହଣୀୟ ହୋଇ ନ ପାରେ !