ଦେଶବ୍ୟାପୀ ଡିଜିଟାଲ୍ କ୍ରିଏଟରମାନଙ୍କୁ ସଶକୁ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍'ର ଶୁଭାରମ୍ଭ କଲା ପ୍ରସାର ଭାରତୀ

Jan 10, 2026 - 14:21
 10
ଦେଶବ୍ୟାପୀ ଡିଜିଟାଲ୍ କ୍ରିଏଟରମାନଙ୍କୁ ସଶକୁ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍'ର ଶୁଭାରମ୍ଭ କଲା ପ୍ରସାର ଭାରତୀ

ଦେଶବ୍ୟାପୀ ଡିଜିଟାଲ୍ କ୍ରିଏଟରମାନଙ୍କୁ ସଶକୁ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍'ର ଶୁଭାରମ୍ଭ କଲା ପ୍ରସାର ଭାରତୀ

ପ୍ରସାର ଭାରତୀ ପାଇଁ 2026 ହେବ ବଡ଼ ସଂସ୍କାରର ବର୍ଷ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଅରେଞ୍ଜ ଅର୍ଥବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପର ପ୍ରତିଫଳନ କ୍ରିଏଟର୍ସ କର୍ଣ୍ଣର୍

କ୍ରିଏଟର୍ ଅର୍ଥବ୍ୟବସ୍ଥା ପାଇଁ ଯୁଗାନ୍ତକାରୀ ପାଲଟିଛି ୱେଭୃ; ଏକ କୋଟି ଯୁବବର୍ଗଙ୍କୁ ସଶକୁ କରିବା ଏହାର ଲକ୍ଷ୍ୟ; 5000 କୋଟି ଟଙ୍କାର ଆର୍ଥିକ ଗତିବିଧୂ ସୃଷ୍ଟି କରିଛି: ଅଶ୍ବିନୀ ବୈଷ୍ଣବ

ଡିଜିଟାଲ କଣ୍ଟେଣ୍ଟ୍ କ୍ରିଏଟର୍ସ ବା ବିଭିନ୍ନ ଡିଜିଟାଲ କାର୍ଯ୍ୟକ୍ରମ ନିର୍ମାତାମାନଙ୍କୁ ସ୍ବୀକୃତି ଓ ପ୍ରୋତ୍ସାହନ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ପ୍ରସାର ଭାରତୀ ପକ୍ଷରୁ ଆଜି ନୂଆଦିଲ୍ଲୀରେ “କ୍ରିଏଟର୍ସ କର୍ପୂର୍’'' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଡିଡି ନ୍ୟୁଜରେ ପ୍ରସାରିତ ହେବାକୁ ଥ‌ିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାରା ଦେଶରେ ଡିଜିଟାଲ କ୍ରିଏଟର୍ସମାନଙ୍କ ଦ୍ବାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ।

ଏହିଁ ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ 11 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଅଣାଯାଇଛି।

ପ୍ରସାର ଭାରତୀରେ ମଧ୍ୟ ଅନୁରୂପ ସଂସ୍କାର ଦେଖୁବାକୁ ମିଳିଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସମ୍ପୂର୍ଣ ପୁନର୍ଗଠନ ଜାରି ରହିଥ‌ିବା ବେଳେ 2026 ବର୍ଷ ପ୍ରସାର ଭାରତୀ ପାଇଁ ବଡ଼ ସଂସ୍କାରର ବର୍ଷ ହେବ ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ଏସବୁ ସଂସ୍କାର ଦୂରଦର୍ଶନ ଏବଂ ଆକାଶବାଣୀ ଭଳି ପ୍ରତିଷ୍ଠାନକୁ ଶିଳ୍ପ ଭାଗିଦାରୀ, ନୂଆ ପିଢ଼ିର ପିଢ଼ିର ନିର୍ମାତା ଏବଂ ପ୍ରଯୁକ୍ତି ଆଧାରିତ ପ୍ରକ୍ରିୟା ଦିଗରେ ନେଇଯିବ। କ୍ରିଏଟର କର୍ପୂରର ଶୁଭାରମ୍ଭ ଏହି ଏହି ସଂସ୍କାର ଯାତ୍ରାର ପ୍ରଥମ ପଦକ୍ଷେପ। ଗତ ବର୍ଷ ଆରମ୍ଭ ହୋଇଥିବା ୱେଲ୍ମ ପ୍ଲାଟଫର୍ମ ବିଷୟ ବିଷୟରେ ସେ ଉଲ୍ଲେଖ କରି କ୍ରିଏଟର ଅର୍ଥବ୍ୟବସ୍ଥାକୁ ବୃଦ୍ଧି କରିବାରେ ଏହାର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ ଏକ କୋଟି ଯୁବବର୍ଗଙ୍କୁ ସାମିଲ କରିଛି। ଛି । ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ଇକୋସିଷ୍ଟମରେ ପ୍ରାୟ 5,000 କୋଟି ର ଯୋଗଦାନ କରିପାରିଛି ।