ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ବେଳେ ପୂରଣ ହେଉନି ଦର୍ଶକଙ୍କ ଚାହିଦା।

Dec 12, 2025 - 15:31
 6
ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ବେଳେ ପୂରଣ ହେଉନି ଦର୍ଶକଙ୍କ ଚାହିଦା।

ଦର୍ଶକ ଅଧିକ ହେଉଥିବା ବେଳେ ସିଟ ସଂଖ୍ୟା କମ ହେବା ଦେଖା ଯାଇଛି| ତେଣୁ କଟକ ବାରବାଟୀ ଷ୍ଟାଡ଼ିୟମର ସଂପ୍ରସାରଣର ଆବଶ୍ୟକତା ପଡୁଛି | ସମ୍ପ୍ରସାରଣ କୁ ଆଖି ଆଗରେ ଯୋଜନା କରୁଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଗ୍ରୀନ୍ ସିଗନାଲ ବଢିବାକୁ ନିଶ୍ଚିତ କରୁଛି |