ବଦଳିବା ଜରୁରୀ

ବଦଳିବା ଜରୁରୀ

ଗାଁ ର ମହିଳା କହୁଛି ବହୁତ ହୋଇଗଲା ଆଉ ନୁହେଁ,

ସାହିର ମାଇପି କହୁଛି ଏତେ ଦିନ 

କ ଅ ଣ ?

ବସ୍ତିର ସ୍ତ୍ରୀ ଲୋକଟିଏ ମଧ୍ୟ କହୁଛି କ'ଣ ଅ ଟ କି ଯିବ ଯେ ବଦଳି ଗଲେ !

ଦୋକାନୀ ମହିଳା କହୁଛି ଆମକୁ କିଛି ଫରକ ପଡ଼ିବନି ;

ମୁଲିଆଣି କହୁଛି ଆମର ବି ଚଳିବ,

ଚାକିରିଆ ମହିଳା କହୁଛି ସେଥିରେ ଆମର କିଛି ଯାଏସ ନାହିଁ;

ତେବେ କାହିଁକି ନ ବଦଳିବ ?

ତାହେଲେ କଣ ବଦଳିବା ଜରୁରୀ !!!