ବିଷ୍ଣୁପଦ ସେଠୀଙ୍କର ୩ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭଦ୍ରକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା,
ବିଷ୍ଣୁପଦ ସେଠୀଙ୍କର ୩ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭଦ୍ରକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା, ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି ।
ଭଦ୍ରକରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ରଚିତ କବିତା ସଂକଳନ 'ଆଲୋମୟ ଅପସରା’ ମଧ୍ୟ ପାଠକାର୍ପଣ ହୋଇଛି ।
ଏହି ସଭାସମୂହରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନ ମୋହନ ସାମଲଙ୍କ ସହିତ ମନ୍ତ୍ରୀ, ବିଧାୟକ ଓ ସାଂସଦଗଣ ତଥା ଅନେକ ବରେଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ମସ୍ତଙ୍କୁ ମୁଁ ?