ବି ଆର ଗବାଇ ପୂର୍ବତନ ପ୍ରଧାନ ବିଚାର ପତି ଏବେ ଦ୍ବନ୍ଦରେ ଆଗାମୀ ପାଇଁ...
ବି ଆର ଗବାଇ ପୂର୍ବତନ ପ୍ରଧାନ ବିଚାର ପତି ଏବେ ଦ୍ବନ୍ଦରେ ଆଗାମୀ ପାଇଁ...
ମୁଁ ଜଣେ ଆଇନ ଛାତ୍ର ଭାବରେ ଆସିଥିଲି
ଏବେ ମୁଁ ନ୍ୟାୟର ଛାତ୍ର ଭାବରେ ବିଦାୟ ନେଉଛି
ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ପଦବୀ ହେଉଛି ଦେଶ ସେବା କରିବାର ଏକ ସୁଯୋଗ
ମୁଁ ରାଜ୍ୟସଭା ଯିବିନି
ଟ୍ରିବୁନାଲ ମଧ୍ୟ ଯିବିନି
ସିଧାସଳଖ ରାଜନୀତିକୁ ପ୍ରବେଶ କରିବି କି ନାହିଁ ଚିନ୍ତା ମଧ୍ୟ କରି ନାହିଁ
ବାପା ସାଂସଦ, ରାଜ୍ୟପାଳ ଥିଲେ