ବୈଭବଙ୍କ_ବିରଳ_ରେକର୍ଡ .

ବୈଭବଙ୍କ_ବିରଳ_ରେକର୍ଡ . ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ଇତିହାସରେ ସବୁଠୁ କମ୍‌ ବୟସରେ (୧୪ ବର୍ଷ) ଶତକ ହାସଲ କଲେ ସୂର୍ଯ୍ୟବଂଶୀ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ୩୫ ବଲ୍‌ରେ ୧୧ ଛକା ଓ ୭ ଚୌକା ସହ ୧୦୧ ରନ୍‌ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ

Apr 29, 2025 - 13:04
 21
ବୈଭବଙ୍କ_ବିରଳ_ରେକର୍ଡ .