ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧରେ ଆମେରିକାର ଇରାନ ପ୍ରତି କଡା ଆଭିମୁଖ୍ୟ...

Apr 8, 2026 - 09:12
 13
ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧରେ ଆମେରିକାର ଇରାନ ପ୍ରତି କଡା ଆଭିମୁଖ୍ୟ...

ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧରେ ଆମେରିକାର ଇରାନ ପ୍ରତି କଡା ଆଭିମୁଖ୍ୟ...

ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ୱୋଧନ

ଗୋଟିଏ ରାତିରେ ଆମେ ଚାହିଁଲେ ଇରାନ୍‌କୁ ଶେଷ କରିଦେବୁ କହିଲେ ଟ୍ରମ୍ପ

ସମ୍ଭବତଃ ଆସନ୍ତାକାଲି ଇରାନ୍‌କୁ ଆମେ ଶେଷ କରି ଦେଇପାରୁ: ଟ୍ରମ୍ପ

ଆମେରିକା ସେନାଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା ସେନା ହେଉଛି ବିଶ୍ୱରେ ଶକ୍ତିଶାଳୀ ସେନା ବାହିନୀ: ଟ୍ରମ୍ପ

'ଇରାନ୍‌ ମାଟିରୁ ପାଇଲଟ୍‌ଙ୍କୁ ଉଦ୍ଧାର କରି ଆଣିବା ଆମ ପାଇଁ ଐତିହାସିକ'

ପାଇଲଟ୍‌ଙ୍କୁ ଉଦ୍ଧାର ପାଇଁ ୩ଟି ହେଲିକପ୍ଟର୍‌କୁ ନିୟୋଜିତ କରାଯାଇଥିଲା'

ହର୍ମୁଜ ପ୍ରାଣାଳୀ ଖୋଲିବା ସହ ଆମେରିକା ସହ ଡିଲ୍ ପାଇଁ ଦାବି

ଗୋଟିଏ ରାତିରେ ହିଁ ଚାହିଁଲେ ଇରାନକୁ ଶେଷ କରିଦେବୁ: ଟ୍ରମ୍ପ୍

'ଇରାନରେ କୌଣସି ସେତୁ କି ବିଦ୍ୟୁତ୍ ପ୍ଲାଣ୍ଟ ରହିବ ନାହିଁ'

ପ୍ରସ୍ତର ଯୁଗକୁ ଫେରିବ କହି ପୁଣି ଧମକାଇଲେ ଟ୍ରମ୍ପ୍

'ଇରାନ ବିରୋଧରେ ଏଭଳି ପଦକ୍ଷେପ ୪୭ ବର୍ଷ ପୂର୍ବରୁ ନେବାର ଥିଲା'