ମୁମ୍ବାଇ ରାଜଭବନରେ ‘ମୋଦୀଜ୍ ମିଶନ୍’ ମିଶନ୍' ପୁସ୍ତକ ଉନ୍ମୋଚିତ
ମହାରାଷ୍ଟ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସମାରୋହରେ ରହିଲେ ଉପସ୍ଥିତ
ମୁମ୍ବାଇ 24 ଅକ୍ଟୋବର:
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ, ବିଚାର ଏବଂ କାର୍ଯ୍ୟଶୈଳୀ ଉପରେ ଆଧାରିତ ପୁସ୍ତକ ‘ମୋଦୀଜ୍ ମିଶନ' ଆଜି ମୁମ୍ବାଇ ରାଜଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଯୋଗ ଦେଇଥିଲେ।
ବିଶିଷ୍ଟ ଆଇନଜୀବୀ ଏବଂ ଲେଖକ ଲଖକ ଶ୍ରୀ ଶ୍ରୀ ବର୍ଜିସ୍ ବର୍ଜିସ୍ ଦେଶାଇଙ୍କ ଦେଶା ଦ୍ବାରା ଲିଖିତ ଏହି ପୁସ୍ତକଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜୀବନକୁ ‘‘< ''ଏକ ବିଚାରର କାହାଣୀ'', ଜାତୀୟ ପୁନର୍ଜାଗରଣ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତର ବିଚାର ରୂପେ ଉପସ୍ଥାପନ ସ୍ଥାପନ କରିଛି। ଲେଖକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ବିକଶିତ ଭାରତ ଗଠନର ଲକ୍ଷ୍ୟ ସାକାର କରିବାର ଏକ ଅଭିଯାନ ରୂପେ ବର୍ଦ୍ଧନା କରିଛନ୍ତି।
ଶ୍ରୀ ଦେଶାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ନିଷ୍ପଭି ଏବଂ ଉଦ୍ଦେଶ୍ୟ ମାଧ୍ଯମରେ ପୂର୍ବରୁ ତାଙ୍କ ବିଷୟରେ ରହିଥିବା ପକ୍ଷପାତିତା ପୂର୍ଣ୍ଣ ଦୃଷ୍ଟିକୋଣ ଏବଂ ମିଥ୍ୟା ଅପପ୍ରଚାର ବିରୋଧରେ ବିଜୟ ହାସଲ କରିଛନ୍ତି । ଏହି ପୁସ୍ତକଟି ଧାରା 370 ଉଚ୍ଛେଦ, ଅର୍ଥ ବ୍ୟବସ୍ଥାର ଆନୁଷ୍ଠାନିକୀକରଣ, ଜିଏସଟି କାର୍ଯ୍ୟକାରିତା, ବିମୁଦ୍ରୀକରଣ ଏବଂ ସ୍ବଚ୍ଛ ଶାସନ ଦିଗରେ ପ୍ରୟା ପ୍ରୟାସ ସମେତ ପ୍ରମୁଖ ନୀତିଗତ ନିଷ୍ପଭିଗୁଡ଼ିକର ବିଶ୍ଳେଷଣାତ୍ମକ ବିବରଣୀ ପ୍ରଦାନ କରେ I ରାଜ୍ୟ ପାଳ ଆଚାର୍ଯ୍ୟ ଦେବବ୍ରତ ସମାରୋହରେ କହିଛନ୍ତି, ‘‘ପ୍ରତିକୂଳ କୂଳ ପରିସ୍ଥିତିରେ ମଧ୍ଯ ผิง ନିଜର ମାର୍ଗ ସୃଷ୍ଟି କରନ୍ତି ସେ ପ୍ରକୃତରେ ମହାନ ଏବଂ ମୋଦୀଜୀ ଠିକ୍ ।ଦୀଜୀ ଠିକ୍ ସେହିପରି ପରି କାର୍ଯ୍ୟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୋଦୀଜୀ ଅନେକ ଜଟିଳ ଜାତୀୟ ସମସ୍ୟାକୁ ାକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏବଂ ବିନା ବିବାଦରେ ସମାଧାନ କରିଛନ୍ତି । ତାଙ୍କର ନେତୃତ୍ବ ଭାରତ ଓ ବିଶ୍ବବ୍ୟାପୀ ଭାରତୀୟମାନଙ୍କର ଗରିମା ବୃଦ୍ଧି କରିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ଯେ ‘ମୋଦୀଜ୍ ମିଶନ' ପୁସ୍ତକ ମୋଦୀ ଜୀଙ୍କ ଜୀବନ ଏବଂ ଦୃଷ୍ଟିକୋଣକୁ ବିସ୍ତୃତ ଭାବରେ ଉପସ୍ଥାପନ କରିଥାଏ I ସେ କିପରି ତାଙ୍କ ଲକ୍ଷ୍ୟକୁ ପରିଭାଷିତ କରିଥିଲେ ଏବଂ ଏହାକୁ ହାସଲ କରିବାରେ ସ୍ଥିର ରହିଥିଲେ ତାହା ଏଥିରେ ବର୍ଣ୍ଣିତ ଣ୍ଡିତ ସେ । ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ରିଛନ୍ତି । ଗରିବ, ଚାଷୀ, ଯୁବକ ଏବଂ ମହିଳାଙ୍କୁ ସଶକ୍ତ ବେଳେ ଏକବିଂଶ ଶତାବ୍ଦୀ ନରେନ୍ଦ୍ର ମୋଦୀଙ୍କର ବୋଲି ସେ 2047 ସୁଦ୍ଧା ଏକ ଦୃଢ଼ ଅର୍ଥବ୍ୟବସ୍ଥାର ମୂଳଦୁଆ ସ୍ଥାପନ କରିଛ କରିଛନ୍ତି । ବିଂଶ ଶତାବ୍ଦୀ ମହାତ୍ମା ଗାନ୍ଧୀଙ୍କର ଥିଲା ବେଳେ ଏ କହିଥିଲେ।
ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ‘ମୋଦୀଜ୍ ମିଶନ’ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଉପରେ ଆଧାରିତ ଅନ୍ୟ ପୁସ୍ତକଗୁଡ଼ିକଠାରୁ ଭିନ୍ନ, କାରଣ ଏହା ତାଙ୍କର ସଫଳତା ଏବଂ ମୂଲ୍ୟବୋଧର ଏକ ନିଷ୍ଠାପର ଚିତ୍ରଣ ପ୍ରଦାନ କରେ I ଭୁଲ ସୂଚନାର ଯୁଗରେ, ପୁସ୍ତକଟି ସାହସ ଏବଂ ସଚ୍ଚୋଟତାର ସହିତ ସତ୍ୟକୁ ଉପସ୍ଥାପନ କରେ I ଏହି ପୁସ୍ତକରୁ ପ୍ରେରଣାଦାୟକ କାହାଣୀଗୁଡ଼ିକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦିଆଯାଇପାରିବ ବୋଲି ସେ ମତ ରଖୁଛନ୍ତି ।
ରୂପା ପବ୍ଲିକେଶନ୍ସ ଦ୍ବାରା ପ୍ରକାଶିତ, ‘ମୋଦୀଜ୍ ମି ମିଶନ' ପୁସ୍ତକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରା, ଆହ୍ଵାନ ଏବଂ ଭାରତର ବିକାଶରେ ଅବଦାନର ଏକ ଅନ୍ତଦୃଷ୍ଟିପୂର୍ଣ୍ଣ ବର୍ଦ୍ଧନା ଉପସ୍ଥାପନ କରେ I