ରନ୍ଧନ ଗ୍ୟାସ ଓ ଇନ୍ଧନ ଯୋଗାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ରାଜ୍ୟ ସଂକଟ ପରିଚାଳନା ଗ୍ରୁପ୍ ବୈଠକ ଅନୁଷ୍ଠିତ

Mar 29, 2026 - 16:01
 8
ରନ୍ଧନ ଗ୍ୟାସ ଓ ଇନ୍ଧନ ଯୋଗାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ରାଜ୍ୟ ସଂକଟ ପରିଚାଳନା ଗ୍ରୁପ୍ ବୈଠକ ଅନୁଷ୍ଠିତ

ରନ୍ଧନ ଗ୍ୟାସ ଓ ଇନ୍ଧନ ଯୋଗାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ରାଜ୍ୟ ସଂକଟ ପରିଚାଳନା ଗ୍ରୁପ୍ ବୈଠକ ଅନୁଷ୍ଠିତ

ରାଜ୍ୟରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଆଦି ଇନ୍ଧନ ଯୋଗାଣ ନେଇ ରାଜ୍ୟର ସ୍ଥିତି ଏବଂ ଆଗାମୀ ପ୍ରସ୍ତୁତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ରାଜ୍ୟ ସଂକଟ ପରିଚାଳନା ଗ୍ରୁପ୍ ( ଷ୍ଟେଟ୍ କ୍ରାଇସିସ୍ ମ୍ୟାନେଜମେଣ୍ତ ଗ୍ରୁପ) ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖୂ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ସ୍ଥିତିର ନିରନ୍ତର ତଦାରଖ, ସମୀକ୍ଷା ସହ ଆଗାମୀ ପଦକ୍ଷେପ ସଂପର୍କରେ ଗୁରୁତ୍ୱାରୋପ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ବୈଠକରେ ଏଲପିଜି, ପେଟ୍ରୋଲ ଓ ଡିଜେଲ ଭଳି ଆବଶ୍ୟକ ଇନ୍ଧନର ଯୋଗାଣ ବର୍ତ୍ତମାନର ସ୍ଥିତି ଉପରେ ବିସ୍ତୃତ ଲୋଚନା ହୋଇଥିଲା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ସାଂପ୍ରତିକ ପରିସ୍ଥିତିରେ ସତର୍କତାର ସହିତ ସମନ୍ବି ମନ୍ବିତ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ବ ଦିଆଯାଇଥିଲା । ପାଇପ୍ଟ ନ୍ୟ ନ୍ଯାଚୁରାଲ ଗ୍ୟାସ (ପିଏନଜି) ବ୍ୟବହାର ବୃଦ୍ଧି କରିବାକୁ ବୈଠକରେ ଗୁରୁତ୍ୱ ଦିଅ ଦିଆଯାଇଥୁଲା । ହୋଟେଲ ଓ ରେ ରେଷ୍ଟୁରାଣ୍ଟଗୁଡ଼ିକୁ କମର୍ସିଆ ର୍ସିଆଲ ରନ୍ଧନ ଗ୍ୟାସ ଯୋଗାଣ ହାର ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା । ହାଟେଲ ଓ ବାଣିଜ୍ୟିକ ସଂସ୍ଥାଗୁଡ଼ିକୁ ପିଏନର୍ଜି ବ୍ୟବହାରକୁ ବହୁଳ ମାତ୍ରାରେ ଅନୁସରଣ କରିବା ସଂପର୍କରେ ଆଲୋଚନା ରାଯାଇଥିଲା । ଯେଉଁ ହୋଟେଲ ମାନଙ୍କରେ ପିଏନଜି ଓ ଏଲପିଜି ପିଜି ଉଭୟ ବ୍ୟବସ୍ଥା ରହିଛି, ସେମାନଙ୍କୁ ପୂର୍ଣ୍ଣମାତ୍ରାରେ ପିଏନଜି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଖାଦ୍ୟ ଯୋଗାଣ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ , ଘରୋଇ ଉପଭୋକ୍ତାଙ୍କ ପାଇଁ ଏଲପିଜି ଯୋଗାଣରେ ସମସ୍ୟା ନାହିଁ । ଅନିୟମିତ ଯୋଗାଣ ଓ କଳାବଜାରିକୁ ନେଇ ଚିନ୍ତା ବ୍ୟକ୍ତି କରାଯାଇଥିଲା ৩০° ଏଥିପାଇଁ ଦୃଢ ଢ କାର୍ଯ୍ୟାନୁଷ୍ଠାନ ଓ ପ୍ରବର୍ତ୍ତନ(ଚଢଉ) ଜାରି ରହିଥ‌ିବା ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ବିଭିନ୍ନ ସଂସ୍ଥା ଓ ଏମଏସଏମଇ କ୍ଷେତ୍ରକୁ ଇନ୍ଧନ ଯୋଗାଣ ସଂପର୍କରେ ଆଲୋଚନା କରାଯାଇଥିଲା 166 ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା କମାଇବା ପାଇଁ ଇଭି ଯାନ ଓ ଏଥିପାଇଁ

ରାଜ୍ୟରେ । ଭିତ୍ତିଭୂମି ବିକାଶକୁ ତ୍ବରାନ୍ବିତ କରିବାକୁ ଆଲୋଚନା ହୋଇଥିଲା ।

ମୁଖ୍ୟ ଶାସନ ସଚିବ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ସ୍ଥିତିର ନିରନ୍ତର ତଦାରଖ ଓ ସମୀକ୍ଷା ଉପରେ କ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି । ହୋଟେଲ ଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ପ୍ରଭାବ ସଂପର୍କରେ ଆଲୋଚନା କରାଯାଇଥିଲା । ଜନ ନସାଧାରଣଙ୍କ ମଧ୍ୟରେ ଆଶଙ୍କା ଦୂର ଦୂର କରିବା ପାଇଁ ସମୟ ଅନୁସାରେ ସୂଚନା ପ୍ରଦାନ ଉପରେ ଗୁରୁତ୍ବ ଦିଆଯାଇଛି । ଆବଶ୍ୟକ ପୁଲିସ୍ ଫୋର୍ସ ତୟନ କରାଯାଇଥ‌ିବା ସଂପର୍କରେ ପୁଲିସ୍ ମହାନିର୍ଦ୍ଦେଶ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସ୍ଥିତିକୁ ଅନୁଧ୍ୟାନ କରି ପ୍ରତି ୨-୩ ଦିନରେ ଏହି ରାଜ୍ୟସ୍ତରୀୟ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍ ବୈଠକ ଅନୁଷ୍ଠିତ ହେବ ଏବଂ ଏ ସଂପର୍କିତ ଜିଲ୍ଲା ସ୍ତରୀୟ ବୈଠକ ମଧ୍ୟ ନିୟମିତ କରାଯିବା ନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

C