ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତର ପରିଣାମଗୁଡ଼ିକର ତାଲିକା
ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତର ପରିଣାମଗୁଡ଼ିକର ତାଲିକା
ବୁଝାମଣାପତ୍ର ଏବଂ ରାଜିନାମା।
ପ୍ରବାସ ଏବଂ ପରିବହନ:
ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ଗୋଟିଏ ଦେଶର ନାଗରିକଙ୍କ ଅନ୍ୟ ଦେଶର ଅଞ୍ଚଳରେ ଅସ୍ଥାୟୀ ଶ୍ରମ କାର୍ଯ୍ୟକଳାପ ଉପରେ ରାଜିନାମା ।
ବେଆଇନ ପ୍ରବାସର ମୁକାବିଲା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ରୁଷ ସରକାରଙ୍କ ମଧ୍ଯରେ ରାଜିନାମା।
ସ୍ବାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା
ସ୍ବାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ରୁଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା
ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଭାରତର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୂକରଣ ଏବଂ ରୁଷର ଗ୍ରାହକ ଅଧୂକାର ସୁରକ୍ଷା ଓ ମାନବ କଲ୍ୟାଣ ଉପରେ ନିରୀକ୍ଷଣ ପାଇଁ ସଂଘୀୟ ସେବା ସଂସ୍ଥା ମଧ୍ୟରେ ଚୁକ୍ତିନାମା
ସାମୁଦ୍ରିକ ସହଯୋଗ ଏବଂ ମେରୁ ଜଳ
ମେରୁ ଜଳରେ ପରିଚାଳିତ ଜାହାଜ ପାଇଁ ବିଶେଷଜ୍ଞଙ୍କ ତାଲିମ ନିମନ୍ତେ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ରୁଷର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ।
ଭାରତର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ରୁଷର ସାମୁଦ୍ରିକ ବୋର୍ଡ ମଧ୍ୟରେ ବୁଝାମଣାପତ୍ର
ସାର:
ମେସର୍ସ ଜେଏସସି ୟୁରାଲକେମ ଓ ମେସର୍ସ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ ଏବଂ ନେସନାଲ ଫର୍ଟିଲାଇଜର୍ସ ଲିମିଟେଡ ଓ ଇଣ୍ଡିଆନ ପଟାସ୍ ଲିମିଟେଡ ମଧ୍ଯରେ ବୁଝାମଣାପତ୍ର
ସୀମା ଶୁଳ୍କ ଓ ବାଣିଜ୍ୟ
ଭାରତ ଏବଂ ରୁଷ ମଧ୍ୟରେ ପରିବହନ ହେଉଥିବା ସାମଗ୍ରୀ ଓ ଯାନବାହାନ ସମ୍ପର୍କରେ ପୂର୍ବ ଆଗମନ ସୂଚନା ଆଦାନପ୍ରଦାନରେ ସହଯୋଗ ପାଇଁ ଭାରତ ସରକାରଙ୍କ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ଏବଂ ରୁଷର ଫେଡେରାଲ କଷ୍ଟମ୍ସ ସର୍ଭିସ ମଧ୍ୟରେ ପ୍ରୋଟୋକଲ।
ଭାରତର ସଞ୍ଚାର ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗ ଏବଂ ରୁଷ୍ ପୋଷ୍ଟର ଜେଏସସି ମଧ୍ୟରେ ଦ୍ବିପାକ୍ଷିକ ରାଜିନାମା।
ଶିକ୍ଷାଗତ ସହଭାଗିତା
ପୁଣେସ୍ଥିତ ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି ରାଜି ଏବଂ ଫେଡେରାଲ୍ ଷ୍ଟେଟ୍ ଅଟୋନୋମସ ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟାର ଏଜୁକେସନ ''ନେସନାଲ ଟମସ୍କ ଷ୍ଟେଟ୍ ୟୁନିଭର୍ସିଟି, ଟମସ୍କ ମଧ୍ୟରେ ବୈଜ୍ଞାନିକ ଏବଂ ଶିକ୍ଷାଗତ ତ ସହଯୋଗ ଉପରେ ବୁଝାମଣାପତ୍ର ।
ମୁମ୍ବାଇ ବିଶ୍ବବିଦ୍ୟାଳୟ, ଲୋମୋନୋସୋଭ ମସ୍କୋ ଷ୍ଟେଟ୍ ବିଶ୍ବବିଦ୍ୟାଳୟ ଳୟ ଏବଂ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ଜଏଣ୍ଟ-ଷ୍ଟକ୍ କମ୍ପାନୀ ପରିଚାଳନା କମ୍ପାନୀ ମଧ୍ୟରେ ସହଯୋଗ ସମ୍ପର୍କିତ ରାଜିନାମା
ଗଣମାଧ୍ଯମ ସହଭାଗିତା:
ଏବଂ ରୁଷର ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ଜଏଣ୍ଟ ଷ୍ଟକ୍ କମ୍ପାନୀ ଗାଜପ୍ରମ୍-ମିଡିଆ ହୋଲିଂ ମଧ୍ୟରେ ବୁଝାମଣାପତ୍ର।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ରୁଷର ନେସନାଲ ମିଡିଆ ଗ୍ରୁପ୍ ମଧ୍ୟରେ ବୁଝାମଣାପତ୍ର।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ବିଗ୍ ଏସିଆ ମିଡିଆ ଗ୍ରୁପ୍ ମଧ୍ୟରେ ବୁଝାମଣାପତ୍ର।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ଆନୋ ଟିଭି ନୋଭୋସ୍ତି ମଧ୍ୟରେ ଅତିରିକ୍ତ ବୁଝାମଣାପତ୍ର।
ପ୍ରସାର ଭାରତୀ ଏବଂ ‘ଟିଭି ବ୍ରିକ୍ସ' ଜଏଣ୍ଡ ଷକ୍ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର।
ଘୋଷଣାନାମା
2030 ପର୍ଯ୍ୟନ୍ତ ଆର୍ଥକ ସହଯୋଗ ପାଇଁ ଭାରତ-ରୁଷର ରଣନୀତିକ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟକ୍ରମ ।
ଅନୁର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ରେ ଯୋଗଦେବା ପାଇଁ ଫ୍ରେମୱାର୍କ ଚୁକ୍ତିନାମା ଗ୍ରହଣ କରିବାକୁ ରୁଷ ପକ୍ଷ ନିଷ୍ପତ୍ତି ନେଇଛି।
ଜାତୀୟ ହସ୍ତଶିଳ୍ପ ସଂଗ୍ରହାଳୟ ଏବଂ ହସ୍ତକଳା ଏକାଡେମୀ (ନୂଆଦିଲ୍ଲୀ, ଭାରତ) ଏବଂ ଜାରିସିନୋ ଷ୍ଟେଟ୍ ହିଷ୍ଟୋରିକାଲ, ଆର୍କିଟେକ୍ଟରାଲ, ଆର୍ଟ ଆଣ୍ଡ ଲ୍ୟାଣ୍ଡସ୍କେପ୍ ମ୍ୟୁଜିୟମ-ରିଜର୍ଭ(ମସ୍କୋ, ରୁଷ) ମଧ୍ୟରେ ‘“ଇଣ୍ଡିଆ, ଫେବ୍ରିକ୍ ଅଫ୍ ଟାଇମ୍'' ପ୍ରଦର୍ଶନୀ ପାଇଁ ଚୁକ୍ତିନାମା
ପାରସ୍ପରିକ ଆଧାରରେ ରୁଷ ନାଗରିକମାନଙ୍କୁ ମାଗଣା 30 ଦିନିଆ ଇ-ପର୍ଯ୍ୟଟକ ଭିସା ପ୍ରଦାନ ।
ରୁଷ ନାଗରିକମାନଙ୍କୁ ମାଗଣାରେ ଦଳଗତ ପର୍ଯ୍ୟଟନ ଭିସା ପ୍ରଦାନ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (011-24610843, 011-24693963, 096503-91859) ଖୋଲିଛି । ଏହି କକ୍ଷ ପରିସ୍ଥିତି ଉପରେ ବାସ୍ତବ ସମୟରେ ତଦାରଖ କରୁଛି। ଏହାଦ୍ବାରା ଶୀଘ୍ର ପ୍ରତିକାରମୂଳକ ପଦକ୍ଷେପ, ପ୍ରଭାବଶାଳୀ ସମନ୍ଵୟ ଏବଂ ସମସ୍ୟାର ତୁ ତୁରନ୍ତି
ସମାଧାନ ସୁନିଶ୍ଚିତ ହୋଇପାରିବ। ଉଚ୍ଚସ୍ତରୀୟ ତଦନ୍ତ ନୁ ନିର୍ଦ୍ଦେଶ
ଭାରତ ସରକା ସରକାର ଏହି ବିଭ୍ରାଟର ଏକ ଉଚ୍ଚସ୍ତରୀୟ ତଦନୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଦନ୍ଧୁ ସମୟରେ ଇଣ୍ଡିଗୋ ପକ୍ଷରୁ ହୋଇଥୂ ଥିବା ଭୁଲର ଯାଞ୍ଚ କରାଯିବ । ଏହାସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ସୁଳେ ଦାୟିତ୍ବ ନିର୍ଦ୍ଧାରଣ କରାଯିବ ଏବଂ ଭବିଷ୍ୟତରେ ଏପରି ବିଭ୍ରାଟକୁ ରୋକିବା ପାଇଁ ପଦକ୍ଷେପ ସୁପାରିସ କରାଯିବ। ଯାତ୍ରୀମାନେ ଯେପରି ପୁଣିଥରେ ଏପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରାଯିବ ।
ଦେଶବାସୀଙ୍କୁ ପ୍ରତିଶ୍ରୁତି
କେନ୍ଦ୍ର ସରକାର ବିମାନ ଯାତ୍ରୀମାନଙ୍କ ଦ୍ବାରା ସମ୍ମୁଖୀନ ହେଉଥିବା ଅସୁବିଧା ପ୍ରତି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ବିମାନ କମ୍ପାନୀ ଏବଂ ସମସ୍ତ ପ୍ରାସଙ୍ଗିକ ଅଂଶୀଦାରଙ୍କ ସହିତ ନିରନ୍ଧର ବିଚାରବିମର୍ଶ ଜାରି ରହିଛି । ବିମାନ ପରିଚାଳନାକୁ ସ୍ଥିର କରିବା ଏବଂ ଯଥାଶୀଘ୍ର ସାଧାରଣ ଅସୁବିଧାକୁ ଦୂର କରିବା ପାଇଁ ଡିଜିସିଏ ଦ୍ବାରା ଅନୁମତିପ୍ରାପ୍ତି ନିୟାମକ ଛାଡ଼ ସମେତ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।
ଯାତ୍ରୀଙ୍କ ଯନ୍ତ୍ର, ସୁରକ୍ଷା ଏବଂ ସୁବିଧା ପ୍ରତି ଭାରତ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି।