#ଲେଡି_ସ୍ପାଏ_ଜ୍ୟୋତି_ମଲହୋତ୍ରାଙ୍କୁ_ନେଇ_ନୂଆ_ତଥ୍ୟ .
#ଲେଡି_ସ୍ପାଏ_ଜ୍ୟୋତି_ମଲହୋତ୍ରାଙ୍କୁ_ନେଇ_ନୂଆ_ତଥ୍ୟ . ତଦନ୍ତକାରୀ ସଂସ୍ଥା ସୂତ୍ରରୁ ମିଳିଛି ସାଂଘାତିକ ଖବର ଅପରେସନ ସିନ୍ଦୂର ବେଳେ କରିଥିଲେ ବଡ଼ ଗଦ୍ଦାରୀ ! ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଇଥିଲେ ଗୁରୁତ୍ବପୂ୍ର୍ଣ୍ଣ ସୂଚନା ‘ବ୍ଲାକ୍ ଆଉଟ୍ ସଂପର୍କିତ ସମସ୍ତ ତଥ୍ୟ ଯୋଗାଇଥିଲେ ଜ୍ୟୋତି ଆଜି ସରୁଛି ଜ୍ୟୋତିଙ୍କ ରିମାଣ୍ଡ ଅବଧି ରିପୋର୍ଟ : ରଶ୍ମିରଂଜନ ମିଶ୍ର Avnews24 ଭୁବନେଶ୍ୱର
