ଲୋକଙ୍କ ସରକାରୀ କ୍ୟାବିନେଟ ରେ ମଂଜୁର ପାଇଲା ୭ ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବ

Aug 13, 2025 - 19:58
 37
ଲୋକଙ୍କ ସରକାରୀ କ୍ୟାବିନେଟ ରେ ମଂଜୁର ପାଇଲା ୭ ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବ

ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟରେ ୭ ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବ ଅନୁମୋଦନ ପାଇଲା ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା |

୧. ସଂଗ୍ରହାଳୟ ର ସୁପରିଚାଳନା ପାଇଁ ଗଠିତ ହେବ ସ୍ୱତନ୍ତ୍ର ନିର୍ଦେଶାଳୟ 

2. ସମବାୟ ବିଭାଗ ଜରିଆରେ ୩୮ ଟି ମଣ୍ଡି ମଡେଲ ମଣ୍ଡି ଭାବେ ଗଢ଼ା ଯିବ 

3. ୮ ଟି ସରକାରୀ ନର୍ସିଙ୍ଗ କଲେଜ ପ୍ରତିଷ୍ଠା ହେବ 

4. ଓଡିଶା ନର୍ସିଙ୍ଗ ଏଜୁକେସନ ସର୍ଭିସ ରୁଲ ୨୦୨୫ ମଂଜୁର 

5. ସମ୍ବଲପୁରରେ ୨୪ଘଣ୍ଟିଆ ପାଣି ପ୍ରକଳ୍ପ ଅନୁମୋଦନ 

6. ୧୧୦ ଟି ସହରାଞ୍ଚଳରେ LED ଷ୍ଟ୍ରିଟ light ସାର୍ବଜନୀନ (ବ୍ୟୟ ବରାଦ ୩୫୦. ୦୪ କୋଟି ଟଙ୍କା)

7. ବିଜୁପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଶ୍ୱସ୍ତରୀୟ MRO ସୁବିଧାକୁ ଅନୁମୋଦନ