ଶିମିଳିପାଳରେ ମହାବଳ ବାଘ ମୃତ

ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ । ଦୁଦୁରୁଚମ୍ପା ଠାରେ ମାହବଳ ବାଘର ମୃତଦେହ ମିଳିଲା । ବାଘ ସଂପର୍କରେ ଅଭୟାରଣ୍ୟ କ୍ଷେତ୍ର ନିର୍ଦ୍ଦେଶକଙ୍କ ସୂଚନା । ଗତ ୫ ତାରିଖ ଦିନ ଦୁଦୁରୁଚମ୍ପା ନାଳ ନିକଟରୁ ମୃତଦହ ମିଳିଥିଲା । ମୃତ ବାଘର ବୟସ ସାଢେ ୩ ବର୍ଷ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି । ମୃତ୍ୟୁର କାରଣ ଜଣାପଡିନି, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିବ ।

ଶିମିଳିପାଳରେ ମହାବଳ ବାଘ ମୃତ