ଶୁଭ ମୁକ୍ତି ଅପେକ୍ଷାରେ "ଜୟ ମା କଳାପାଟ

Sep 14, 2025 - 09:45
 8
ଶୁଭ ମୁକ୍ତି ଅପେକ୍ଷାରେ         "ଜୟ ମା କଳାପାଟ

ଶୁଭ ମୁକ୍ତି ଅପେକ୍ଷାରେ 

       "ଜୟ ମା କଳାପାଟ 

ଜୟ ଦଶଭୁଜା ବନ ଦୁର୍ଗାୟୀ ମା"

କଟକ ଜିଲ୍ଲା ତିଗିରିଆ ବ୍ଲକ ନୂଆପାଟଣା ଗ୍ରାମର କଳାପାଟ ଙ୍କ ଷୋଡ଼ଶ ଦିନାତ୍ମକ ରୀତି ନୀତି କୁ ନେଇ ଏକ ସୁନ୍ଦର ଭାବର ଭଜନପ୍ରସ୍ତୁତ କରାଯାଇଛି |

 ଯାହାକୁ ରଚନା କରିଛନ୍ତି ଭାବର ଗୀତିକାର ତଥା ଉଦୀୟମାନ ଯଶସ୍ବୀ ମାନସ ରଣା | ସୁନ୍ଦର ସ୍ୱରରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚ଼ନ୍ଦ୍ର ଦାସ ଓ କଣ୍ଠ ଦାନ କରିଛନ୍ତି ଓଡିଶା ର ସଙ୍ଗୀତ କ୍ଷେତ୍ର ରେ ଚହଳ ସୃଷ୍ଟି କରିଥିବା ସଙ୍ଗୀତ ନିର୍ଦେଶକ ଓ କଣ୍ଠ ଶିଳ୍ପୀ ସଞ୍ଜୟ ଦାସ |

ରିପୋର୍ଟ : ରଶ୍ମିରଂଜନ ମିଶ୍ର 

avnews24

ଭୁବନେଶ୍ୱର