#ସବୁ_CMଙ୍କ_ସହ_କଥା_ହେଲେ_ଶାହ .
#ସବୁ_CMଙ୍କ_ସହ_କଥା_ହେଲେ_ଶାହ . -ପହଲଗାମ୍ ହମଲାକୁ ନେଇ ଗୃହ ମନ୍ତ୍ରାଳୟର ବଡ଼ ପଦକ୍ଷେପ -ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହ -ପାକ୍ ନାଗରିକଙ୍କ ଭିସା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଶାହ -ନିଜ ରାଜ୍ୟରେ ରହୁଥିବା ପାକ୍ ନାଗରିକଙ୍କୁ ତଡ଼ି ବାହାର କରିବାକୁ ନିର୍ଦ୍ଦେଶ ରିପୋର୍ଟ ରଶ୍ମିରଂଜନ ମିଶ୍ର AV News 24
