Admin Jul 7, 2025 5
Sonali Biswal Jun 7, 2025 8
Sonali Biswal May 24, 2025 6
Sonali Biswal May 11, 2025 24
rr3583928@gmail.com Apr 24, 2025 48
Sonali Biswal Jul 12, 2025 26
Sonali Biswal Jul 12, 2025 18
Sonali Biswal Jul 11, 2025 4
Sonali Biswal Jul 11, 2025 11
Sonali Biswal Jul 11, 2025 26
Admin Jun 13, 2024 28
Admin Apr 20, 2024 6
Admin Apr 16, 2024 8
Sonali Biswal Jul 12, 2025 4
Sonali Biswal Jul 3, 2025 10
Bhubaneswar Reporter Apr 3, 2025 1
Bhubaneswar Reporter Mar 28, 2025 4
Bhubaneswar Reporter Mar 26, 2025 2
Admin Jun 20, 2024 11
Admin Apr 22, 2024 4
Editor Apr 19, 2024 6
Editor Mar 18, 2024 6
Editor Mar 16, 2024 5
Editor Mar 12, 2024 4
Editor Mar 12, 2024 6
Rita Behera Mar 27, 2025 10
Rita Behera Mar 27, 2025 0
Rita Behera Mar 27, 2025 7
Editor Mar 25, 2024 3
Editor Mar 25, 2024 6
Admin May 2, 2024 94
Admin May 1, 2024 24
Admin Apr 28, 2024 28
Admin Apr 28, 2024 14
Admin Apr 23, 2024 10
Join our subscribers list to get the latest news, updates and special offers directly in your inbox
ରାଜନୀତି
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର, ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ଖବର ସରକାରଙ୍କ ନଜରକୁ ଆସିଛି| ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି। କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ସାଇବର କ୍ରାଇମ୍ ହେଲ୍ପଲାଇନ୍ 1930 ମାଧ୍ୟମରେ ଅଦ୍ୟାବଧି 317ଟି ଅଭିଯୋଗ ଦାଖଲ ହୋଇଛି। ଏହା ସହ ଠକମାନେ ବ୍ୟବହାର କରୁଥିବା ବେଆଇନ ହୋଟେଲ ବୁକିଂ ୱେବ ସାଇଟ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ଏହି ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁଗୁଲ୍ ଓ ଅନ୍ୟାନ୍ୟ ପ୍ଲାଟଫର୍ମ ସହିତ ଯୋଗାଯୋଗ କରି ଉକ୍ତ ନକଲି ୱେବ ସାଇଟଗୁଡିକୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛି। ଏହି ନକଲି ୱେବସାଇଟ୍ ଗୁଡ଼ିକର ଉଦାହରଣ ତାଲିକା ତଳେ ଦିଆଯାଇଛି ନାଗରିକଙ୍କ ପାଇଁ ସଚେତନତା ବାର୍ତ୍ତା: MakeMyTrip, Goibibo, Booking.com, Trivago, ଇତ୍ୟାଦି ସ୍ୱୀକୃତି ପ୍ରାପ୍ତ ୱେବସାଇଟ୍ ମାଧ୍ୟମରେ ବୁକିଂ କରନ୍ତୁ। Google Maps ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ୍ଚେକ୍ କରନ୍ତୁ। ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପଇଠ କରନ୍ତୁ ନାହିଁ। ସୁରକ୍ଷିତ ପେମେଣ୍ଟ ଗେଟୱେ ବ୍ୟବହାର କରନ୍ତୁ। ବୈଧ ଇନଭଏସ୍ କିମ୍ବା ବୁକିଂ ଆଇଡି ସହ ଇମେଲ୍ ବା SMS ମାଧ୍ୟମରେ ନିଶ୍ଚିତ ପାଆନ୍ତୁ। ରଥଯାତ୍ରା ସମୟରେ ଅପେକ୍ଷାକୃତ କମ ଦର ଦେଖି ବୁକିଂ କରନ୍ତୁ ନାହିଁ। ବୁକିଂ ବେଳେ ଆପଣ ଠକାମିର ଶିକାର ହୋଇଛନ୍ତି ଜାଣିଲେ ତୁରନ୍ତ 1930 ରେ ରିପୋର୍ଟ କରନ୍ତୁ।
Previous Article
Next Article
Sonali Biswal
Editor Mar 13, 2024 2
Editor Mar 9, 2024 3
Rita Behera Apr 5, 2025 5
User1 Feb 25, 2024 2
Sonali Biswal May 5, 2025 3
User1 Feb 14, 2024 118
Sonali Biswal Jun 26, 2025 48
Sonali Biswal Jul 1, 2025 45
Sonali Biswal Jul 5, 2025 39
Sonali Biswal Jun 27, 2025 31
Sonali Biswal Jun 16, 2025 29
Admin Jul 9, 2025 17
Sonali Biswal May 30, 2025 12
Sonali Biswal May 1, 2025 9
Sonali Biswal Apr 26, 2025 12