30 ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନେଲେ ନିଷ୍ପତ୍ତି .

Apr 5, 2025 - 10:48
 20
30 ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନେଲେ ନିଷ୍ପତ୍ତି .

30 ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନେଲେ ନିଷ୍ପତ୍ତି .
*-ସୁପ୍ରିମକୋର୍ଟ ୱେବସାଇଟ୍‌ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ଉଲ୍ଲେଖ ରହିବ*
*-ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି ମଧ୍ୟ କୋର୍ଟ ୱେବସାଇଟ୍‌ରେ ରହିବ* 
*-ଏ ନେଇ ଗତ 1ରେ ଫୁଲ୍‌ କୋର୍ଟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ସୂଚନା*
*-ପୂର୍ବରୁ ବିଚାରପତିଙ୍କ ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କୁ ଦିଆଯାଉଥିଲା*
*-ବର୍ତ୍ତମାନ ସମସ୍ତଙ୍କର ସମ୍ପତ୍ତି କୋର୍ଟ ୱେବସାଇଟ୍‌ରେ ସ୍ଥାନ ପାଇବ*
*-ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଚର୍ଚ୍ଚା ପରେ ବଡ଼ ନିଷ୍ପତ୍ତି*