BJP ସରକାର ର ପ୍ରଥମ ଲୋକାଭିମୁଖୀ ସୂତ୍ର
BJP ସରକାରର ନଗର ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ NAC ବିଜ୍ଞପ୍ତି ପ୍ରକାଶ ପାଇଲା
୧୨ ଟି ନୂଆ NAC ଗଠନର ମୂଳଦୁଆ ସ୍ଥାପନ ହେଲା
୭ ଜିଲ୍ଲାର ଜନସାଧାରଣ ନୂଆ NAC ଦ୍ୱାରା ହେବେ ଉପକୃତ
ନୂଆ NAC ଗୁଡିକ ହେଉଛି - ପାଳଲହଡା, ବୀର ମହାରାଜପୁର, ସିମୁଳିଆ, ତିହିଡି, ରେଙ୍ଗାଲି, ବିଷମ କଟକ, ବସ୍ତା, ବେତନଟୀ, ଚିତ୍ରଡା, ଧୂଷୁରୀ ଓ ବାମରା