Breaking News : ଚାରି ରାଜ୍ୟର ନିର୍ବାଚନ ଗଣତିରେ ଚମକ...

May 4, 2026 - 12:38
May 4, 2026 - 12:43
 14
Breaking News : ଚାରି ରାଜ୍ୟର ନିର୍ବାଚନ ଗଣତିରେ ଚମକ...

 ଆସାମ...

-ଆସାମରେ ପୁଣି ବିପୁଳ ବିଜୟ ପଥେ ବିଜେପି

-୯୦ ଆସନରେ ଅଗ୍ରଣୀ ସହ ସରକାର ଆଶା ଉଜ୍ଜ୍ବଳ

-ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ

 କେରଳ...

-କେରଳରେ ଶାସନ ପରିବର୍ତ୍ତନ ସମ୍ଭାବନା

-ଶାସକ LDFକୁ ପଛରେ ପକାଇ UDF ଆଗରେ

ପଶ୍ଚିମବଙ୍ଗ...

-ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର

-ଶାସକ TMCକୁ ପଛରେ ପକାଇ ଆଗୁଆ ଚାଲିଛି ବିଜେପି

ପଡୁଚେରୀ...

-ପୁଡୁଚେରୀରେ ଆଗୁଆ ଚାଲିଛି NRC

-କଂଗ୍ରେସ ଓ TVKକୁ ପଛରେ ପକାଇ ଆଗରେ NRC