ଅନ୍ତ୍ୟୋଦୟ ଯୋଜନାର ଅବଧି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ...

Oct 16, 2026 - 10:59
 7
ଅନ୍ତ୍ୟୋଦୟ ଯୋଜନାର ଅବଧି ବୃଦ୍ଧି  କଲେ ମୁଖ୍ୟମନ୍ତ୍ରୀ...

ଅନ୍ତ୍ୟୋଦୟ ଯୋଜନାର ଅବଧି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ...

ଅନ୍ତ୍ୟୋଦୟ ଯୋଜନାର ଅବଧି ୨ ବର୍ଷ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

୨୦୨୭ ପରିବର୍ତ୍ତେ ୨୦୨୯ରେ ସରିବ ଅନ୍ତ୍ୟୋଦୟ ଯୋଜନାର ଅବଧି

ଆଉ ୨ ଲକ୍ଷ ୯୧ ହଜାର ୬୬୬ ଅନ୍ତ୍ୟୋଦୟ ଘର ନିର୍ମାଣ ନିଷ୍ପତ୍ତି

ନୂତନ ହିତାଧିକାରୀ ଚିହ୍ନଟ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ

ସମୟ ପୂର୍ବରୁ ନିର୍ମାଣ ସାରିଲେ ମିଳୁଥିବା ପ୍ରୋତ୍ସାହନ ରାଶି ବୃଦ୍ଧି

୫ ମାସରେ ଘର ଶେଷ କଲେ ୩୫ ହଜାର ଟଙ୍କାର ପ୍ରୋତ୍ସାହନ ମିଳିବ

୭ ମାସରେ ଶେଷ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ

ଯେଉଁମାନେ PMAYରେ ଘର ପାଇ ନ ଥିବେ ଅନ୍ତ୍ୟୋଦୟ ଘର ପାଇବେ